Odisha Link
Bridging the Missing Links in Odisha
Daily Archives

July 26, 2020

ଅନ୍‌ଲାଇନ୍ ହାସ୍ୟକବି ସମ୍ମିଳନୀ: ଜ୍ଞାନ…

ଭୁବନେଶ୍ବର: ଓଡ଼ିଆ ବ୍ୟଙ୍ଗକାରମାନଙ୍କର ନିରନ୍ତର ସାଧନା ବଳରେ ହାସ୍ୟବ୍ୟଙ୍ଗ ସାହିତ୍ୟ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଅନ୍‌ଲାଇନ୍ ହାସ୍ୟକବି ସମ୍ମିଳନୀରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ 'ଓଡ଼ିଆ ହାସ୍ୟକବି ସମ୍ମିଳନୀ' ଆନୁକୂଲ୍ୟରେଆୟୋଜିତ ଦ୍ବିତୀୟ ଅନ୍‌ଲାଇନ୍‌ ହାସ୍ୟ…

ପ୍ରିୟବ୍ରତ ପଟ୍ଟନାୟକ: ଜଣେ ଅଧିକାରୀ ଓ…

ବାସ୍ତବରେ କହିବାକୁ ଗଲେ ସେ ବିଧିବଦ୍ଧ ଗୋଲାକଧନ୍ଦା ଏବଂ ସାଧାରଣ ମନୁଷ୍ୟର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଥିଲେ। ଲୋକେ ତାଙ୍କ ପାଖକୁ ଅସମ୍ଭବକୁ ସମ୍ଭବ କରିବାର ଆଶା ନେଇ ଆସୁଥିଲେ କାରଣ ସେ ଯେକୌଣସି କାମ, ସ୍ଥାନ ନିର୍ବିଶେଷରେ କରିପାରୁଥିଲେ। ପର ଲୋକଙ୍କ ସମସ୍ୟାକୁ ଆପଣାର ଭଳି ଦେଖିବାର…

ଚିନ୍ତନ ମନ୍ତ୍ରାଳୟ

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ ଆମ ଯୁବକଙ୍କ ଚିନ୍ତନ ଶକ୍ତିର ସୃଷ୍ଟି ଓ ଉନ୍ନତି ଲାଗି ବିଶେଷ କିଛି ପ୍ରୟୋଜନ ଯୋଗେଇପାରି ନାହୁଁ। ଭାରତ ଅସୀମିତ ସାମର୍ଥ୍ୟର ଗନ୍ତାଘର। ବର୍ତ୍ତମାନ ସମୟ ଆସିଯାଇଛି ଏକ ଚିନ୍ତନ ମନ୍ତ୍ରାଳୟକୁ କାର୍ଯ୍ୟକାରୀ କରିବାପାଇଁ। ଏହି ମନ୍ତ୍ରାଳୟ ଏକ ନିର୍ଦ୍ଧାରିତ ଲକ୍ଷ୍ୟ…

ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ…

ଓଏଲ୍‌ ବ୍ୟୁରୋ: ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି। କରୋନାର ପ୍ରଥମ ମାମଲା ଚିହ୍ନଟ ପରେ ଶାସନ ମୁଖ୍ୟ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘୋଷଣା କରିଛନ୍ତି। କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ…

ରାଜ୍ୟ ସରକାର ପରୀକ୍ଷା ବାତିଲ…

ମୁମ୍ବାଇ: ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ବାତିଲ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛନ୍ତି। ବମ୍ବେ ହାଇକୋର୍ଟରେ ପରୀକ୍ଷା ବାତିଲ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ୟୁଜିସି ସତ୍ୟପାଠ ଜରିଆରେ କହିଛି ଯେ କୋଭିଡ-୧୯…

ରାମ ମନ୍ଦିର ଭୂମିପୂଜା ପାଇଁ ଭଦ୍ରକରୁ…

ଭଦ୍ରକ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବେ। ଏଥି ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଧାର୍ମିକ ସ୍ଥଳୀର ମାଟି ଏବଂ ନଦୀର ଜଳ ସଂଗ୍ରହ କରି ଅଯୋଧ୍ୟା…

ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା,…

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିଛି କରୋନା ଭୂତାଣୁ। ରେଭେନ୍ସା କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କ୍ୟାମ୍ପସ୍‌ ପରିସରରେଭୟର ବାତାବାରଣ ସୃଷ୍ଟି ହୋଇଛି। ଛାତ୍ରଙ୍କୁ କ୍ୟାମ୍ପସ୍‌ ଛାଡ଼ିବା ପାଇଁ ବିଶ୍ବବିଦ୍ୟାଳୟ…

ଅଗଷ୍ଟ ୧୫ରେ କରୋନାରୁ ମୁକ୍ତି ଓ…

ନୂଆଦିଲ୍ଲୀ: ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଆଜି ପୂର୍ବାହ୍ଣରେ ତାଙ୍କର ୬୭ତମ ରେଡିଓ କାର୍ଯ୍ୟକ୍ରମରେ ସ୍ବାଧୀନତା ଦିବସକୁ ଏଥର ଭିନ୍ନ ପରିସ୍ଥିତିରେ ହେବ ବୋଲି କହିଛନ୍ତ ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ କହିଥିଲେ,…

ଖଟିଆରେ ୪ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବୁରୁପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମର ଜଣେ ରୋଗୀଙ୍କୁ ଖଟିିଆରେ ୪ କିଲୋମିଟର ବୋହି ଡାକ୍ତରଖାନାକୁ ପଠାଯାଇଛି। ଆଜି ପୂର୍ବାହ୍ନରେ ଗ୍ରାମର ହଜାରୀ ନାୟକ (୫୦) ହଠାତ୍‌ ସଂଜ୍ଞାହୀନ…

କାରୋନା ଶହୀଦଙ୍କ ପିଲାଙ୍କୁ କିଟ୍…

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଶହୀଦ ଘୋଷଣା କରାଯିବ ବୋଲି ଗତ ଏପ୍ରିଲ ମାସରେ ଘୋଷଣା କରିଥିଲେ ରାଜ୍ୟ ସରକାର। ଏପରିକି ସେମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଆଉ କେଇପାଦ ଆଗେଇଯାଇ…