Odisha Link
Bridging the Missing Links in Odisha
Daily Archives

July 27, 2020

ଗରିବଙ୍କ ଜୀବନ ସହିତ ଖେଳି ଶାସକ ଦଳ…

ଭୁବନେଶ୍ବର: କରୋନାର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରୁଥିବା ସମୟରେ ଓ ଏହାକୁ ରୋକିବା ପାଇଁ ଚାରିଆଡେ ଲକଡାଉନ, ସଟଡାଉନ ପରି ବିକଳ୍ପ ବ୍ୟବସ୍ଥା କରାଯାଉଛି । କରୋନା ମହାମାରୀ ସମୟରେ ନବରଙ୍ଗପୁର ସାଂସଦ କୋଭିଡ ନିୟମକୁ ବେଖାତିର କରି ହଜାର ହଜାର ଗରିବ, ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି । ଯେଉଁ…

ଭଲ ଖବର: ରାଜ୍ୟରେ ୧୭ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭୩୭୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୬୦, ଖୋର୍ଦ୍ଧା…

ମେଗା ଜଳ ଯୋଗାଣ ପ୍ରକଳ୍ପରେ ଦ୍ୱନ୍ଦ୍ୱ…

ଭୁବନେଶ୍ବର: ଗ୍ରାମୀଣ ପରିବାରର ପାନୀୟ ଜଳଯୋଗାଣ ଉପରେ ଧ୍ୟାନ ଦେଇ ଗତ ବର୍ଷ ଯାଜପୁର,କେଉଁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ଏହି ପ୍ରକଳ୍ପରେ ଇନଟେକ୍କୂଅ, ଜଳ ବିଶୋଧନାଗାର ଏବଂ ଜଳଯୋଗାଣ ପାଇପଲାଇନ ରହିଥିଲା । ଏହି ପ୍ରକଳ୍ପକୁ ଓଡିଶା ମାଇନିଂ…

ସମ୍ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକସିନର…

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ସୋମବାର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି। ସମ୍ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ…

ଓଡ଼ିଶା ଆଲବମ୍‌ ଜଗତରେ ଅପୂରଣୀୟ କ୍ଷତି:…

ଭୁବନେଶ୍ବର: ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିୟୋଗରେ ଓଡ଼ିଶା ଆଲବମ୍ ଜଗତରେ ଅପୂରଣୀୟ କ୍ଷତି ଘଟିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଅଭିନେତ୍ରୀ…

ଅପରାଧୀଙ୍କୁ ଅପରାଧ କରିବାକୁ ପୂରା…

ଭୁବନେଶ୍ବର: ବିଜେଡି ଶାସନରେ ଆଦିବାସୀ ମହିଳା ହୋଇ ଜନ୍ମହେବା ଅଭିଶାପ ପାଲଟିଛି। ଏଠି ଶାସକ ଦଳ ନେତାଙ୍କ ଇଙ୍ଗିତରେ ସରକାରୀ ଅଧିକାରୀମାନେ କିଛି ବି ବେନିୟମ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ…

ରାଜସ୍ଥାନ ରାଜନୀତି: ରାଜ୍ୟପାଳ ଡାକିଲେ…

ଜୟପୁର: ରାଜସ୍ଥାନ ରାଜନୈତିକ ନାଟକରେ ନୂଆ ମୋଡ଼। ଚାଲିଥିବା ହାଇଭୋଲଟେଜ ଡ୍ରାମା ମଧ୍ୟରେ ରଜ୍ୟପାଳ କଲରାଜ ମିଶ୍ର ଡାକିଛନ୍ତି ବିଧାନସଭା ଅଧିବେଶନ। ରାଜ୍ୟ କ୍ୟାବିନେଟ ପକ୍ଷରୁ ରାଜ୍ୟପାଳ କଲରାଜ ମିଶ୍ର ଅଧିବେଶନ ଡାକିଛନ୍ତି। ଏଥିସହ ବିଧାନସଭା ବିଳମ୍ବରେ ହେଉ ବୋଲି ରାଜ୍ୟପାଳ ଚାହୁଁଥିବା କଥାକୁ…

ଆରପାରିରେ ଆଲବମ୍‌ କୁଇନ୍‌ ଦୀପା ସାହୁ

ଭୁବନେଶ୍ବର: ପରଲୋକରେ ଓଡ଼ିଆ ଆଲବମ୍‌ କୁଇନ୍‌ ଦୀପା ସାହୁ। ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଗତ କିଛି ଦିନ​ ହେବ ଗୁରୁତର ଅବସ୍ଥାରେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଆଜି ଚିକିତ୍ସାଧୀନ…

ପିଏମ୍‌ ମୋଦିଙ୍କ ସହ କଥା ହୋଇଛି:…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ରାଜନୈତିକ ନାଟକ ଜାରି ରହିଛି। ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ରାଜ୍ୟପାଳ କାଲରାଜ ମିଶ୍ରଙ୍କ କାର୍ଯ୍ୟକୁ ନେଇ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାତ ଦିନ ପୂର୍ବରୁ ଲେଖିଥିବା…

ଚୀନକୁ ବଡ଼ ଝଟକା: ଏସ୍ ୪୦୦ କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ: ଚୀନକୁ ଝଟକା। ଚୀନକୁ ବଡ଼ ଝଟକା ଦେଇଛି ଋଷ। ପ୍ରଚଣ୍ଡ ଶକ୍ତିଶାଳୀ କୁହାଯାଉଥିବା ଏବଂ ବାୟୁୁରୁ ବାୟୁରେ ପ୍ରତିପକ୍ଷ ବିମାନକୁ ଧ୍ଵଂସ କରିବାକୁ ସକ୍ଷମ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ନିମନ୍ତେ ଚୀନ ଚୁକ୍ତିରେ ପ୍ରତିବନ୍ଧକ ଲଗାଇଛି ରୁଷିଆ। ରୁଷ ଏପରି ଏକ ସମୟରେ ଏହି କ୍ଷେପଣାସ୍ତ୍ର…