Odisha Link
Bridging the Missing Links in Odisha
Daily Archives

August 5, 2020

ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ମହାତ୍ମା…

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି। ସାରା ଦେଶର ଜନତା ରାମ ମନ୍ଦିର ଭୂମି ପୂଜନ ଦୃଶ୍ୟକୁ ଦେଖିବା ସହ ରାମ ମନ୍ଦିର ନିର୍ମାଣର ସାକ୍ଷୀ ରହିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି…

ବିଜେଡି କାର୍ଯ୍ୟାଳୟରେ କୋଭିଡ୍…

ଭୁବନେଶ୍ବର: କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ୟାଗ ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା କର୍ମୀ ଆଦି କୋଭିଡ୍ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଚାଲିଛନ୍ତି। ସେମାନଙ୍କ ଏହି…

ଖରିଫ୍‌ ଚାଷର ଅଗ୍ରଗତି ନେଇ…

ଭୁବନେଶ୍ବର: କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଓ ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ…

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା କଲା ସାରା ଓଡ଼ିଶା। ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ…

ଭଲ ଖବର: ରାଜ୍ୟରେ ୨୫ ହଜାର ଡେଇଁଲା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୫୭୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୪୮୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨୫,…

ରାଜ୍ୟରେ ଆଉ ୨ ପ୍ଲାଜମା ବ୍ୟାଙ୍କ…

ଭୁବନେଶ୍ବର: ବ୍ରହ୍ମପୁର ଏମ୍‍କେସିଜିରେ ଓ ବୁର୍ଲା ଭୀମସାରରେ ରାଜ୍ୟର ୪ର୍ଥ ଓ ୫ମ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନ ସମାରୋହ ପାଇଁ ଏମ୍‌କେସିଜିରେ ପରିବେଶ ମନ୍ତ୍ରୀ ବିକ୍ରମ…

ଉତ୍ତରପ୍ରଦେଶ: ୧୧ ମନ୍ତ୍ରୀଙ୍କୁ କରୋନା,…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ପାଠକଙ୍କୁ ମିଶାଇ ରାଜ୍ୟରେ ଏଯାବତ୍‌ ୧୧ ଜଣ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା…

କରୋନା: ଭୁବନେଶ୍ବରରେ ଆଉ ୧୩୭ ପଜିଟିଭ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀରେ ଆଜି ଆଉ ୧୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୪ରେ ପହଁଞ୍ଚିଛି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା…

ରାମ ଜନ୍ମଭୂମି ଆନ୍ଦୋଳନର ୧୦ ଜଣ ବିସ୍ମୃତ…

ଗତ ଶତାବ୍ଦୀର ଅଶୀ ଦଶକରୁ ରାମ ଜନ୍ମଭୂମି ଆନ୍ଦୋଳନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲା ଆର୍‌ଏସ୍‌ଏସ୍-ବିଜେପି ଯୋଡ଼ି। ସେତେବେଳେ ତାମିଲନାଡ଼ୁର ଏକ ଗାଁରେଏକ ଗଣଧର୍ମାନ୍ତରୀକରଣ ଘଟଣା ଏ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ରାଷ୍ଟ୍ରୀୟ ସ୍ବୟସେବକ ସଂଘ, ବିଶ୍ବହିନ୍ଦୁ ପରିଷଦ, ସେତେବେଳେ ନବଗଠିତ ଭାରତୀୟ…

ଖୋଲିବନି ନନ୍ଦନକାନନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ଲାଗୁ ହୋଇଛି ଅନଲକ-୩ କଟକଣା। ଯାହାଫଳରେ କିଛି ଟା ଉପରେ କଟକଣା ଲାଗିଥିବା ବେଳେ ଆଉ କେତେକାଂଶ ଉପରୁ କଟକଣା ହଟା ଦିଆଯାଇଛି। ଏପରିକି ମଲ୍‌ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଏସବୁ ମଧ୍ୟରେ…