Odisha Link
Bridging the Missing Links in Odisha
Daily Archives

August 10, 2020

ପୂର୍ବତନ ରାଷ୍ଟ୍ରପତି ପ୍ରଣବ…

ନୂଆଦିଲ୍ଲୀ: କରୋନା କବଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଶ୍ରୀ ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି। ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି। କରୋନାରେ ଆକ୍ରାନ୍ତ ନେଇ ପ୍ରଣବ ମୁଖାର୍ଜୀ ନିଜେ ଟ୍ୱିଟ କରି ସୂଚନ ଦେଇଛନ୍ତି । ଏହି…

ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା: ଆଜି…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୪ ଜଣଙ୍କର କରୋନେ ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପହଁଞ୍ଚିଛି। ଏଥିସହିତ ଅନ୍ୟ କାରଣରୁ ଆଉ ୨ଜଣଙ୍କର…

କରୋନା: ୨୯ ଜିଲ୍ଲାରୁ ୧୫୨୮ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଉଛି କରୋନା ସଂକ୍ରମଣ। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟାଙ୍କ ୪୭,୪୫୫ ଜଣରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ…

ଟ୍ରକ୍ ଧକ୍କାରେ ଚାଲିଗଲା ୧୦ ଗୋରୁଙ୍କ…

ଟାଙ୍ଗି : ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥର କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଚାଲି ଯାଇଛି। ପ୍ରକାଶ ଯେ, ୧୬ନଂ ଜାତୀୟ ରାଜପଥ ରେ ଗୋରୁଙ୍କୁ ଧକ୍କା ଦେଇଥିଲା ଟ୍ରକ୍। ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ନେଇ…

ଅଭାବନୀୟ ଘଟଣା: ମିଳିଲାନି ୪ କାନ୍ଧ,…

ଗୁଣୁପୁର: ଶବର ସାରଥୀଙ୍କୁ ମିଳିଲାନି କାନ୍ଧ। ଦିନ ଥିଲା ଯିଏ ନିଜ କାନ୍ଧରେ ମର ଶରୀରକୁ ଶ୍ମଶାନକୁ ନେବାରେ ସାହାଯ୍ୟ କରୁଥଲେ। ଆଜି ସେ ବ୍ୟକ୍ତିଙ୍କର ମୃତ୍ୟୁରେ ମିଳିଲାନି ୪ କାନ୍ଧ। ମହାମରୀ କରୋନା ସଂକ୍ରମଣର ଭୟାବହତା ମଧ୍ୟରେ ମଣିଷ ସମାଜ ଭୁଲି ଯାଉଛି ମାନବିକତା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ…

କରୋନା ମୁକାବିଲା: ଅପରାହ୍ନରେ ଗଞ୍ଜାମ…

ଭୁବନେଶ୍ବର: କରୋନା କବଳରେ ସାରା ଓଡ଼ିଶା। ଦୈନିକ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସବୁଠୁ ଅଧିକା। ହେଲେ ଏବେ କିଛିଦିନ ହେବ ଗଞ୍ଜାମରେ କରୋନା ଗ୍ରାଫ୍‌ ଟିକେ ତଳମୁହାଁ ହୋଇଛି। ଏସବୁ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର…

କରୋନା: ଦିନକରେ ୬୨ ହଜାରରୁ ଉର୍ଦ୍ଧ‌୍ବ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୨ ଲକ୍ଷ ୧୫ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…