Odisha Link
Bridging the Missing Links in Odisha
Daily Archives

August 10, 2020

ଓଟିଭି ଚ୍ୟାନେଲ୍‌ ଆସୁଥିବା ହୋଟେଲ୍‌…

ଭୁବନେଶ୍ବର: ଦୁଇଦିନ ହେଲା କରୋନା ସଂକ୍ରାନ୍ତ ଏକ ଭାଇରାଲ୍‌ ଅଡିଓର ପ୍ରସାରଣ ନେଇ ରାଜ୍ୟ ସରକାର ଓ ଓଟିଭି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ ଏବେ ଚର୍ଚ୍ଚାରେ। ଏକଦା ଓଟିଭି ଗ୍ରୁପ୍‌ ସହ ବେଶ୍‌ ଘନିଷ୍ଠ ଥିବା ଅନୁଭବ…

ଓଡ଼ିଶାରେ ନ୍ୟୁନତମ ରୋଜଗାର କାର୍ଯ୍ୟକ୍ରମ…

ଭୁବନେଶ୍ବର: ଓଡ଼ିଶାର ଖଣିଜସମ୍ପଦ ଭରା ଜିଲ୍ଲାରେ ଗରିବ ଲୋକଙ୍କୁ ନିଶ୍ଚିତ ରୋଜଗାର ଦେବା ଲକ୍ଷ୍ୟରେ ସମାବେଶୀ ବିକାଶ ଲାଭାଂଶ (IGD) ବା ସାର୍ବଜନୀନ ନ୍ୟୁନତମ ଆୟ (UBI) କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ଓ ଇଷ୍ଟର ଡୁଫ୍ଲୋଙ୍କ…

ପୁଣି ମହାମାରୀ କବଳରେ ଚୀନ୍: ବ୍ୟାପୁଛି…

ଚୀନ୍‌ରୁ ଉତ୍ପନ୍ନ ହୋଇଥିବା କରୋନା କବଳରେ ସାରା ବିଶ୍ବ ଏବେ କଲବଲ ହେଉଥିବା ବେଳେ, ସେଇ ଚୀନ୍‌ରେ ପୁଣି ଏକ ମହାମାରୀ ଦେଖାଦେଇଛି। ପ୍ଲେଗ୍‌ରେ ଗୋଟିଏ ସପ୍ତାହରେ ଦୁଇଜଣଙ୍କର ମୃତ୍ୟୁପରେ ଦେଶରେ ତତ୍ପରତା ପ୍ରକାଶ ପାଇଛି। ମଙ୍ଗୋଲିଆର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ପ୍ଲେଗ୍‌…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ବର: ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା…

ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ…

ଭୁବନେଶ୍ୱର: କରୋନା ଭାଇରସ୍‌ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି। କରୋନା ଭାଇରସ୍‌ ପାଇଁ କୌଣସି ଟୀକା ଏପର୍ଯ୍ୟନ୍ତ ବାହାରି ପାରି ନାହିଁ। ହେଲେ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କର ଉଦଘାଟନ…

କରୋନା ମୁକାବିଲା: ଗଞ୍ଜାମ ଜିଲ୍ଲାର…

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ରାଜ୍ୟର ଗଞ୍ଜାମ ଜିଲ୍ଲା ସବୁଠାରୁ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ…

୧୨ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ…

ଭୁବନେଶ୍ବର: ଆସନ୍ତା ୧୨ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ। ମଧ୍ୟାହ୍ନ ୧୨.୩୦ CHSE ଅଫିସ୍‌ରେ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ…

ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍ଓ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍‌ଓଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍ଓଙ୍କ ଆଲୋକ ରଞ୍ଜନ ହୋତା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ…

ବାଇକ୍‌କୁ ପଛରୁ ପିଟିଲା କାର୍, ୩ ଗୁରୁତର

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ବାଇକ୍ କୁ ପଛପଟୁ ଧକ୍କା ଦେଲା କାର୍। ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ପ୍ରକାଶ ଯେ, ଆଜି ଭୋରୁ ୧୬ ନମ୍ବର ଜାତୀୟ ରାଜପଥ…

ଖୁବଶୀଘ୍ର ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ…

ଭୁବନେଶ୍ବର: ମହାମାରୀ କରୋନା କାଳରେ ରାଜ୍ୟରେ ମନ୍ଦିର ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଦୀର୍ଘ ଦିନ ହେଲା ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବାରୁ ସେଗୁଡ଼ିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ପୂଜକ ଓ ସେବାୟତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ…