Odisha Link
Bridging the Missing Links in Odisha

ଭଦ୍ରକ ଉପଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନା ଆକ୍ରାନ୍ତ ହୋଇଥିବା ସୂଚାନ ମିଳିଛି। ଏନେଇ ଉପଜିଲ୍ଲାପାଳ ଆକ୍ରାନ୍ତ ନେଇ ଟ୍ବିଟ୍‌ ଯୋଗେ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ମୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ଆସାନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏଁ ଉପଜିଲ୍ଲାପାଳ ଦାୟିତ୍ବରେ ମନରୋମା ରହିବେ ବୋଲି ସୂଚନା ଦିଆଯାଇଛି।

Comments are closed.