Odisha Link
Bridging the Missing Links in Odisha

ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବୃଦ୍ଧି

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବୃଦ୍ଧି। ସ୍ବର୍ଗଦ୍ବାରରେ ଶବ ଦାହ ସଂସ୍କାର କଟକଣା ପୁଣି ଏକ ମାସ ବୃଦ୍ଧି। ସେପ୍ଟେମ୍ବର ୩୦ ଯାଏଁ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ ବଳଓ୍ବନ୍ତ ସିଂ। କଟକଣା ମୁତାବକ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ଦାହ ସଂସ୍କାର କରିବା ଉପରେ ଅନୁମତି ମିଳିବ ନାହିଁ। କେବଳ ପୁରୀ ଜିଲ୍ଲା ବାସୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରି ପାରିବେ। ମାତ୍ର ପୁରୀ ଜିଲ୍ଲା ବାସୀ ରାଜ୍ୟ ସରକାରଙ୍କ କୋଭିଡ କଟକଣା ମାନି ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରି ପାରିବେ।

Comments are closed.