Odisha Link
Bridging the Missing Links in Odisha
Browsing Tag

Swargadwara

ଆଜିଠୁ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା,…

ପୁରୀ: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ପୁରୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଲଗାଇଛି କଟକଣା। ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ହେଉଥିବା ଶବଦାହକୁ ନେଇ ଲଗାଇଛି କଟକଣା। ଆଜିଠୁ…

ସ୍ୱର୍ଗଦ୍ୱାର ପରିଚାଳନା ଲାଗି ନୂଆ ସମିତି

ପୁରୀ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।…

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। କରୋନା ମହାମାରୀ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ଲଗାଯାଇଥିବା କଟକଣାକୁ ହଟାଯାଇଛି। ଏଣିକି ପୁରୀ ଜିଲ୍ଲା ବାହାରର ବ୍ୟକ୍ତି ନିଜ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରିପାରିବେ। ସ୍ୱର୍ଗଦ୍ୱାରରୁ କଟକଣା ହଟିବା ନେଇ ପୁରୀ…

କରୋନା: ଅକ୍ଟୋବର ୩୧କୁ ବଢ଼ିଲା…

ପୁରୀ: କରୋନା କଟକଣା ଯୋଗୁଁ ସ୍ବର୍ଗଦ୍ବାର ଶ୍ମଶାନରେ ଜିଲ୍ଲା ବାହାର ଲୋକଙ୍କ ଶବସତ୍କାର ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ନିର୍ଦେଶନାମା ପ୍ରକାଶ ପାଇଛି। ତେବେ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି…

ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା…

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବୃଦ୍ଧି। ସ୍ବର୍ଗଦ୍ବାରରେ ଶବ ଦାହ ସଂସ୍କାର କଟକଣା ପୁଣି ଏକ ମାସ ବୃଦ୍ଧି। ସେପ୍ଟେମ୍ବର ୩୦ ଯାଏଁ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ ବଳଓ୍ବନ୍ତ ସିଂ। କଟକଣା ମୁତାବକ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ…

ପୁରୀ: ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ…

ପୁରୀ: ମହାମାରୀ କରୋନା ଭାଇରସ୍‌ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। କରୋନା ସ୍ଥିତିକୁ ମୁକାବିଲା କରିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆଜିଠାରୁ ପୁରୀ…

ସ୍ୱର୍ଗଦ୍ୱାରରେ ଜୁଇକୁ ଡେଇଁଲେ ମହିଳା

ପୁରୀ: ଦୀର୍ଘଦିନ ହେବ ମାନସିକ ଅଶାନ୍ତିରେ ଥିବା ଜନୈକ ମହିଳା ସ୍ୱର୍ଗଦ୍ୱାରରେ ଜଳନ୍ତା ଜୁଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ମହିଳାଙ୍କ ଶରୀରର କିଛି ଅଂଶ ବି ଜଳିଯାଇଛି। ଆଖପାଖ ଉପସ୍ଥିତ ଥିବା ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ…

ପୁରୀ: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ ପାର୍ଶ୍ୱରେ ଥିବା ୩ଟି ଦୋକାନ ଉଚ୍ଛେଦ ସରିଛି। ତେବେ ଏକ ଧର୍ମଶାଳାର ଉଚ୍ଛେଦକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସମ୍ପୃକ୍ତ ଧର୍ମଶାଳାକୁ…

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ହେବ…

ଭୁବନେଶ୍ବର: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଗତକାଲି ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷରେ ତାଙ୍କର ମୁତ୍ୟୁ ହୋଇଛି। ଆଜି ପୁରୀ ସ୍ବର୍ଗ ଦ୍ବାରରେ ପୁର୍ଣ୍ଣ ରାଷ୍ଟୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ମନମୋହନଙ୍କ ଦେହାନ୍ତ…

ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ…

ପୁରୀ: ସ୍ୱର୍ଗଦ୍ୱାରର ବିକାଶ ପାଇଁ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ବିଜୁ ବାବୁଙ୍କ ସମାଧିକୁ ଉଚ୍ଛେଦ କରାଯାଇଛି ।  ଅନ୍ୟପଟେ ପୁରୀରେ ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଆଜି ବି ଜାରି ରହିଛି । ଆଜି ପଶ୍ଚିମ ଦ୍ୱାର ସମ୍ମୁଖ ବିଷ୍ଣୁ ଭବନ ସଂଲଗ୍ନ ଏକ…