Odisha Link
Bridging the Missing Links in Odisha
Daily Archives

September 7, 2020

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା…

ନୂଆଦିଲ୍ଲୀ: ଗରିଫ ହେଲେ ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ପତି ଦୀପକ କୋଚର। ଦୀପକଙ୍କୁ ICICI ବ୍ୟାଙ୍କ ଭିଡିଓକନ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।…

ସତ୍ୟର ପରାଜୟ ନାହିଁ, ଖୁବଶୀଘ୍ର…

କଟକ: ଓଲିଉଡ ଜଗତର ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ ବିବାଦ କାହାକୁ ବି ଅଛପା ନାହିଁ। ଆଜି ସୋସିଆଲ ମିଡିଆ ଜରିଆରେ ପାରିବାରିକ ବିବାଦକୁ ନେଇ ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ। ସେ ଟୁଇଟ କରି କହିଛନ୍ତି ଯେ, ସତ୍ୟର ପରାଜୟ ନାହିଁ, ଏହା ଖୁବଶୀଘ୍ର ପ୍ରମାଣିତ ହେବ। ଏହି…

ସୁଦାନ: ପତନ ହେଲା ୩ ଦଶନ୍ଧିର ଇସଲାମ୍…

ଓଏଲ୍‌ ବ୍ୟୁରୋ: ସୁଦାନର ସରକାର ନେଲେ ବଡ଼ ପଦକ୍ଷେପ। ସୁଦାନ ସରକାର ୩୦ ବର୍ଷର ଇସଲାମ୍ ଶାସନକୁ ସମାପ୍ତ କରି ଧର୍ମକୁ ଅଲଗା କରିବା ଉପରେ ସହମତି ପ୍ରକାଶ କରିଛନ୍ତି। ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଣତ କରିବାକୁ ରାଜି ହୋଇଛନ୍ତି ସରକାର। ସୁଦାନର ପ୍ରଧାନମନ୍ତ୍ରୀ ଅବଦାଲ୍ଲା ହାମଦୋକ ଏବଂ ବିଦ୍ରୋହୀ…

ଖେଳନା ବନ୍ଧୁକ ଦେଖାଇ ରାଜଧାନୀରେ…

ଭୁବନେ‌ଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କରୋନା କାଳରେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ବର। ଆଜି ସନ୍ଧ୍ୟାରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ। ଭୁବନେଶ୍ୱରର ପଟିଆ ସ୍ଥିତ କଳାରାହାଙ୍ଗରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଟଙ୍କା ଲୁଟ୍…

ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ନାମରେ ଏତଲା…

ବାଲେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାମରେ ମାମଲା। ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀ ମହାପାତ୍ର ବାଲେଶ୍ୱର ଖଇରା ଥାନାରେ ଉଭୟଙ୍କ ନାମରେ ଏତଲା ଦାୟର କରିଛନ୍ତି। ଚିନ୍ମୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ…

ଦୁଷ୍ଟବୁଦ୍ଧି ବିଜେପି ଆଇଟି ସେଲ୍‌ ମିଛ…

ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ୍‌ ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ସବ୍ରମନ୍ୟନ୍‌ ସ୍ବାମୀ। ବିଜେପିର ଆଇଟି ସେଲ୍‌କୁ ଦୁଷ୍ଟବୁଦ୍ଧି ବୋଲି କହିବା ସହ ମିଛ ଆଇଡିରୁ ଟୁଇଟ୍‌ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସ୍ବାମୀ। ଆଜି ଏକ ଟୁଇଟ୍‌ ମାଧ୍ୟମରେ ବିଜେପି ଆିଟି ସେଲ୍‌ର କର୍ମକର୍ତ୍ତାଙ୍କ…

କରୋନା କଟକଣା କମିଛି, ସଂକ୍ରମଣ ନୁହେଁ:…

ଭୁବନେଶ୍ୱର : କୋଭିଡ୍‌ ମୁକାବିଲା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ୍‌ ମିଟ୍। ପ୍ରେସ୍‌ ମିଟ୍‌ରେ ଏସ୍ଆର୍‌ସି ସୂଚନା ଦେଇ କହିଛନ୍ତି ଯେ, ଅନ୍‌ଲକ୍-୪ ରେ କଟକଣା କୋହଳ ହେବା ପରେ ଲୋକମାନେ କୋଭିଡ ନିୟମକୁ ଠିକଭାବେ ପାଳନ କରୁନାହାନ୍ତି। ମାସ୍କ ପିନ୍ଧୁନାହାନ୍ତି, ସାମାଜିକ…

ମହିଳା ବିରୋଧୀ ସାଂସଦଙ୍କୁ ବିଜେଡିରୁ…

ଭୁବନେଶ୍ବର: କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍‌ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିମ୍ବା ରୋଲ୍ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଦ୍ୱାରା ଅକ୍ଷୟ…

କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ସମାଜ "ଓରିଓଜ " ଦ୍ୱାରା ନିକଟରେ ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ କରାଯାଇଛି। "ଯାଯାବର" ଶୀର୍ଷକ ଅନଲାଇନରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରାବାଦ ପୁରୁଷ ଅକ୍ଷୟ ମହାନ୍ତିଙ୍କର ୩୫ ଟି ବହୁ ଲୋକପ୍ରିୟ ସଂଗୀତ ସ୍ଥାନ ପାଇଥିଲା। "ଓରିଓଜ"ର…

ସୁରକ୍ଷା ମାଗିଲେ ବର୍ଷା, ଅନୁଭବଙ୍କ ଘରେ…

କଟକ: ଓଲିଉଡ ଜଗତର ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ କଳହ ମାମଲା କାହାକୁ ବି ଅଛପା ନାହିଁ। ଏସବୁ ମଧ୍ୟରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଁଞ୍ଚିଛି ପୁଲିସ। ଅନୁଭବଙ୍କ ନନ୍ଦିସାହି ଘରେ ପୁରୀଘାଟ ଥାନା ପୁଲିସ‌ ପହଁଞ୍ଚିଛି। ବର୍ଷା ପ୍ରିୟଦର୍ଶିନୀ ଫୋନ୍‌ କରି…