Odisha Link
Bridging the Missing Links in Odisha

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ବାମୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଗରିଫ ହେଲେ ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ପତି ଦୀପକ କୋଚର। ଦୀପକଙ୍କୁ ICICI ବ୍ୟାଙ୍କ ଭିଡିଓକନ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।

Comments are closed.