Odisha Link
Bridging the Missing Links in Odisha
Daily Archives

September 8, 2020

ବର୍ଷା ଅନୁଭବ ବିବାଦ ଘଟଣା: ଗଣେଶ ପୂଜାର…

ଭୁବନେଶ୍ବର: ବର୍ଷା-ଅନୁଭବ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି। ଏହି ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି। ଭିଡିଓରେ ଅନୁଭବଙ୍କ ଘରେ ଗଣେଶ ପୂଜାର ଦୃଶ୍ୟ…

ବ୍ରିଜ୍ ତଳକୁ ଖସିଲା ହାଇଓ୍ୱା, ୨ ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀର ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ୨ଜଣ ନିଖୋଜ ହୋଇଯାଇଛନ୍ତି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କ ନାମ ଆଦିତ୍ୟ ସାହୁ। ସୂଚନା…

ଗୁଣାତ୍ମକ ଶିକ୍ଷା ସମ୍ପର୍କିତ…

ଭୁବନେଶ୍ବର: ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ ଓ ଓଡ଼ିଶା ଶ୍ରମଜୀବି ମଞ୍ଚ ଏବଂ ମହିଳା ଶ୍ରମଜୀବି ମଞ୍ଚ ପକ୍ଷରୁ ଗୁଣାତ୍ମକ ଶିକ୍ଷା ଉପରେ ଏକ ରାଜ୍ୟସ୍ତରୀୟ ଓ୍ବେବିନାର ଆୟୋଜିତ ହୋଇଯାଇଛି। ଏହି ଓ୍ବେବିନାର ରେ ଓଡ଼ିଶା ସରକାରଙ୍କ ପୂର୍ବତନ ପ୍ରଶାସକ ଡ. ଅରବିନ୍ଦ ବେହେରା, ସ୍ବେଚ୍ଛାସେବୀ ସଙ୍ଗଠନ…

ଡ୍ରଗ୍ସ ଲିଙ୍କ୍‌ରେ ୨୫ ସେଲିବ୍ରିଟି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ତଦନ୍ତ କରୁଛନ୍ତି ଏନସିବି। ଆଜି ଏନସିବି ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି।…

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: ଖଣ୍ଡଗିରି ନିକଟରୁ ସାଢ଼େ ୫ କ୍ବଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ। ସୂଚନା ମୁତାବକ ଏକ ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକରେ ଚାଲାଣ ହେଉଥିବା ବେଳେ ଜବତ ହୋଇଛି। ଆନ୍ଧ୍ରରୁ ବିହାର ଯାଉଥିଲା। ଧରିଲା ରାଜସ୍ବ ଗୁଇନ୍ଦା…

ହୃଦୟସ୍ପର୍ଶୀ ଖୁସି ଖବର : ସୁଶାନ୍ତଙ୍କ…

ମୁମ୍ବାଇ: ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନ୍‌ସିବି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି। ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା…

ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚାଲୁ…

ଭୁବନେଶ୍ୱର: ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡ଼ିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି…

ଗିରଫ ହେଲେ ରିୟା

ମୁମ୍ବାଇ: ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନ୍‌ସିବି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି। ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର…

କଙ୍ଗନାଙ୍କ ଡ୍ରଗ୍ସ ଲିଙ୍କ୍‌ ନେଇ ତଦନ୍ତ…

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍‌ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଲା ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଯେ, କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରାଯାଉ। କିଛି ବର୍ଷ ପୂର୍ବେ ଅଭିନେତା ଅଧ୍ୟୟନ ସୁମନଙ୍କ ସୂଚନା…

ବିଲ୍‌ଡର ସଂସ୍ଥା ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ଘର ଦେବାକୁ କହି ୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ବିଲ୍‌ଡର ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲୁ। କେଶରୀ ଇଷ୍ଟେଟ୍‌ ପ୍ରା. ଲିଃର ନିର୍ଦ୍ଦେଶକ ଅକ୍ଷୟ ଚୌଧୁରୀ ଗିରଫ ହୋଇଛନ୍ତି। ଡୁପ୍ଲେକ୍ସ ଯୋଗାଇ ଦେବାକୁ ବିଭିନ୍ନ ଲୋକଙ୍କ ଠାରୁ ଠକିଥିବା ଅଭିଯୋଗ ହୋଇଛି।