ନାବାଳିକାକୁ ମାରିଦେଲା ସାବତ ମାଆ ! By ଜିତେନ୍ଦ୍ର କୁମାର ଜେନା On Sep 15, 2020 ଉଦଳା : ୧୧ ବର୍ଷର ନାବାଳିକାକୁ ସାବତ ମାଆର ହତ୍ୟା ଅଭିଯୋଗ ଆସିଛି। ଖୁଣ୍ଟା ଥାନା ବାରହାଗଡ଼ିଆ ଗାଁରେ ହତ୍ୟାକାଣ୍ଡ ଘଟିଛି। ଏନେଇ ଏହାର କାରଣ ଅସ୍ପଷ୍ଟ ରହିଛି। ଝିଅର ତଣ୍ଟିଚିପି ଟାଙ୍ଗି ଦେଇଥିବା ଅଭିଯୋଗ ପରେ ସାବତ ମାଆ ଗରିଫ ହୋଇଛି। arrested Share