Odisha Link
Bridging the Missing Links in Odisha

ସରପଞ୍ଚ ହେମକାନ୍ତି ମୁଣ୍ଡା ନିଲମ୍ବିତ

ବଲାଙ୍ଗିର: ଆଗଲପୁର ବ୍ଲକ୍‌ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା ନିଲମ୍ବିତ। ଆଦିବାସୀଙ୍କ ଘର ଭାଙ୍ଗିଥିବା ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପଞ୍ଚାୟତିରାଜ ବିଭାଗ।

ସୂଚନାଯୋଗ୍ୟ, ବୁଲ୍‌ଡୋଜର ଲଗାଇ ଆଦିବାସୀଙ୍କ ଘର ଭାଙ୍ଗିଥିଲେ ସରପଞ୍ଚ ହେମକାନ୍ତି ମୁଣ୍ଡା। ଘର ଭାଙ୍ଗିବା ଅଭିଯୋଗରେ ସ୍ବାମୀଙ୍କ ସହ ଗରିଫ ହୋଇଥିଲେ ସରପଞ୍ଚ ହେମକାନ୍ତି ମୁଣ୍ଡା।

Comments are closed.