Odisha Link
Bridging the Missing Links in Odisha
Daily Archives

September 19, 2020

ବିଶିଷ୍ଟ ଗୀତିକାର ଶାରଦା ପ୍ରସନ୍ନ…

ଭୁବନେଶ୍ବର: ବିଶିଷ୍ଟ ଗୀତିକାର, ପ୍ରଯୋଜକ, ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ 'ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର' ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଘୋଷଣା କରିଛନ୍ତି। ଓଡ଼ିଶା ସଂଗୀତ…

ପୋଲାଭରମ୍ ପ୍ରକଳ୍ପ ନେଇ ଏହି ନିଷ୍ପତ୍ତି…

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାରି ଜଣିଆ ଯୁଗ୍ମ କମିଟି ୮ ତାରିଖରେ ଦେଇଥିବା ରିପୋର୍ଟକୁ ଏନଜିଟି ଗ୍ରହଣ କରିଛନ୍ତି। ଏହି ରିପୋର୍ଟରେ ୯ ଟି ସୁପାରିସ କରାଯାଇଥିଲା। ଯାହା ମଧ୍ୟରୁ ୮ଟିକୁ ଏନଜିଟି…

ପ୍ରବଳ ବର୍ଷିବ: ୭ ଜିଲ୍ଲାକୁ ଅରେଞ୍ଜ…

ଭୁବନେଶ୍ୱର: ଆସନ୍ତା କାଲି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟକୁ…

ଓଡ଼ିଶା ପାଇଁ ଗର୍ବର ଦିନ: ୨୦ ବର୍ଷ ପରେ…

ନୂଆଦିଲ୍ଲୀ: ଆଜି ଓଡ଼ିଶା ପାଇଁ ଗର୍ବର ଦିନ। ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ସଭାପତିତ୍ବ କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅର୍ଡିନାନ୍ସ, ୨୦୨୦ ବିଲ୍ ଉପରେ…

ସିବିଆଇ ବିଜେପିର କଣ୍ଢେଇ: ତାରା

ଭୁବନେଶ୍ୱର: ସିବିଆଇ ହେଉଛି ବିଜେପିର କଣ୍ଢେଇ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ସିବିଆଇ ଚଢଉ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ତାରା କହିଛନ୍ତି, ଦୀର୍ଘ ୭ ବର୍ଷ…

ଚିଲିକା ଓ ଅଂଶୁପା ପାଇଁ ମିଳିଛି ୪.୭…

ଭୁବନେଶ୍ୱର: ପର୍ଯ୍ୟଟନସ୍ଥଳର ବିକାଶ ପାଇଁ କେନ୍ଦ୍ରରୁ ଅନୁଦାନ। ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪.୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।…

କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି…

ଭୁବନେଶ୍ୱର: କରୋନା ମହାମାରୀ ସାରା ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ରାଜ୍ୟରେ ମଧ୍ୟ କରୋନା ସ୍ଥିତି ହେଉଛି ବେକାବୁ। ଏହି ସମୟରେ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି। ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ…

ଜମ୍ମୁ-କଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ:…

ଜମ୍ମୁ: କରୋନା ମହାମାରୀ ସମୟରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜମ୍ମୁ-କଶ୍ମୀର ପାଇଁ ଆଜି ଆର୍ଥିକ ପ୍ୟାକେଜ ଘୋଷଣା କରଯାଇଛି। ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିଂହ୍ନା ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆର୍ଥିକ ସମସ୍ୟା…

କଙ୍ଗନାଙ୍କ କ୍ଷତିପୂରଣ ଦାବି ନେଇ ଜବାବ…

ମୁମ୍ବାଇ: କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାକୁ ନେଇ ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ବିଏମ୍‌ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ନେଇ କଙ୍ଗନା ବମ୍ବେ ହାଇକୋର୍ଟ…

ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପୋଲିସ ଏବଂ ସେନାର ମିଳିତ ଅପରେସନ୍ ଫଳରେ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି।ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ନଗଦ ଟଙ୍କା ଜବତ କରାଯାଇଛି। ଏହି ତିନି ଆତଙ୍କବାଦୀ କାଶ୍ମୀର ଉପତ୍ୟକାର…