Odisha Link
Bridging the Missing Links in Odisha
Daily Archives

September 20, 2020

କୃଷି ବିଲ୍‌କୁ RSS କୃଷକ ସଂଘର ବିରୋଧ

ନୂଆଦିଲ୍ଲୀ: ପୂର୍ବରୁ ଲୋକସଭାରେ ପାରିତ ହୋଇଥିବା କୃଷି ବିଲ୍‌ ଆଜି ରାଜ୍ୟସଭାରେ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି। ଅନ୍ୟପଟେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର କୃଷକ ଶାଖା ଭାରତୀୟ କିସାନ୍‌ ସଂଘ (BKS) ଏହି ବିଲ୍‌ଗୁଡ଼ିକୁ ବିରୋଧ କରିଛି। କୃଷି ବିଲ୍‌…

ଗିରଫ ହେଲେ ‘ଏବିସିଡି’ ଡ୍ୟାନସର କିଶୋର…

ମୁମ୍ବାଇ : ଡ୍ରଗ୍ସ ମାମଲାରେ ‘ଏବିସିଡିର ଡ୍ୟାନସର କିଶୋର ସେଟ୍ଟିଙ୍କୁ ଦକ୍ଷିଣ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ଦିନ ଗିରଫ କରିଛି ଣକିଶୋରଙ୍କ ପାଖରେ ନିଶା ସାମଗ୍ରୀ ଥିବାର ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଏ ବିଷୟରେ ପଚରାଉଚରା କରୁଛି। ସୂଚନା ଅନୁସାରେ ଡ୍ରଗ୍ସ କେସର ଲିଙ୍କ ମୁମ୍ବାରେ…

ବିଜେଡିର ଏଣ୍ଡୁ୍ଅ ଅବତାର: କୃଷି ବିଲ୍‌କୁ…

ଭୁବନେଶ୍ବର: କୃଷି ବିଲ୍‌ ବାବଦରେ ପୁଣି ରଙ୍ଗ ବଦଳାଇଛି ବିଜୁ ଜନତା ଦଳ (ବିଜେଡି)। କେନ୍ଦ୍ର ସରକାରଙ୍କ ଦ୍ବାରା ଆହୁତ ଏହି ବିଲ୍‌କୁ ବିଜେଡି ପୂର୍ବରୁ ଲୋକସଭାରେ ପୂର୍ଣ୍ଣ ସମର୍ଥନ ଦେଇଥିବା ବେଳେ ଆଜି ରାଜ୍ୟସଭାରେ ବିରୋଧ କରିଛି। ବିଜେଡିର ଏଭଳି ଦ୍ବେତ ଅବତାର ପଛରେ ଏହାର ଆଭିମୁଖ୍ୟ କ'ଣ ତାହା ସ୍ପଷ୍ଟ…

ରାଜ୍ୟସଭାରେ କୃଷି ବିଲ୍କୁ ବିଜେଡିର…

ଭୁବନେଶ୍ୱର: ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି କୃଷି ବିଲ୍। ଏହି କୃଷି ବିଲ୍କୁ ବିରୋଧ କରିଛି ବିଜେଡି। ରାଜ୍ୟସଭାରେ ବିଲ୍ ସମ୍ପର୍କରେ ହେଉଥିବା ଆଲୋଚନା ଭାଗ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରିଛନ୍ତି। ବିଲ୍‌ରେ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା…

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯାତନା…

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପାୟଲ ଏହି ମାମଲାରେ କହିଛନ୍ତି- ଅନୁରାଗ ତାଙ୍କୁ…

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ଏଚ ଡି…

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ​​ସେ କର୍ଣ୍ଣାଟକରୁ ବିଜୟ ହାସଲ କରିଥିଲେ। ଆଜି ସେ ଶପଥ ଗ୍ରହଣ କରିବା ପରେ ଚେୟାରମ୍ୟାନ୍ ଏମ ଭେଙ୍କୟା ନାଇଡୁ ତାଙ୍କୁ ଗୃହରେ ସ୍ୱାଗତ କରିଥିଲେ। ଜୁନ୍…

ଦେବୀ ଦୁର୍ଗାଙ୍କୁ ନେଇ ଫେସ୍‌ବୁକ୍‌ରେ…

କଟକ: କରୋନା କଟକଣା ଭିତରେ ଦୁର୍ଗାପୂଜାକୁ ମିଳିଛି ସର୍ତ୍ତମୂଳକ ଅନୁମତି। ମାଆଙ୍କ ପ୍ରତିମାର ଉଚ୍ଚତା ସହ ମଣ୍ଡପରେ ଆବଦ୍ଧ ପୂଜାକୁ ନେଇ କୋର୍ଟରେ ମାମଲା ଥିବାବେଳେ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରାଯାଇଛି।…

ବରିଷ୍ଠ ସେବାୟତ ପ୍ରେମାନନ୍ଦ…

ପୁରୀ: ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି। ପୁରୀ ମେଡିକାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ପ୍ରେମାନନ୍ଦ ଦାସମହାପାତ୍ର କରୋନାରେ ପୀଡିତ ହୋଇ ଆଇସୋଲେସନ୍‌ରେ ଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ୪ଟାରେ ତାଙ୍କର…

ବଡ ଖବର: ରାଜ୍ୟରେ ୭୦୦ ଟପିଲା କରୋନା…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା : ରାଜ୍ୟରେ ୪୩୩୦ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୮୮୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୫୬ ଜଣ କ୍ବାରେଣ୍ଟାଇନ୍‌ରେ…