Odisha Link
Bridging the Missing Links in Odisha
Daily Archives

September 20, 2020

୨୦ କେଜି ବାରହା ମାଂସ ସହ ବାଘ ମୁଣ୍ଡ ଓ…

ନୂଆପଡା: ନୂଆପଡା ଜିଲ୍ଲାରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାରେ ଲାଗିଛି। ଗତକାଲି ୨୦ କେଜି ବାରହା ମାଂସ ସହ ବାଘ ଛାଲ ଜବତ କରିଛି ନୂଆପଡା ବନ ବିଭାଗ। ଏହି ମାମଲାରେ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମସ୍ତ ଅଭିଯୁକ୍ତ ନୂଆପଡା ରେଞ୍ଜ ଟିପାଝର ଗ୍ରାମର ବୋଲି ଏସିଏଫ ସୂଚନା…

ଦେଶରେ କରୋନା: ୨୪ ଘଣ୍ଟାରେ ୯୨,୬୦୫…

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୨ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୫୪ଲକ୍ଷ ୬୨୦କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ପୁରୀ ଜିଲ୍ଲାରେ ଘରେ ଘରେ ଜ୍ୱର

ପୁରୀ : ପୁରୀ ଜିଲ୍ଲାରେ ଘରେ ଘରେ ଜ୍ୱର ବ୍ୟାପିଲାଣି। ଲୋକଙ୍କୁ ଚାରି ଚାରି ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାରୁ କରୋନା‌ ପରୀକ୍ଷା ପାଇଁ ଆଉ ଆଗଭର ହେଉନାହାଁନ୍ତି। କରୋନା ପରୀକ୍ଷା ପରେ ସେମାନଙ୍କର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଚିକିତ୍ସା ସେବା ଯୋଗାଇବା ପରିବର୍ତ୍ତେ…