ମାଆ ଝିଅକୁ ହତ୍ୟା ଉଦ୍ୟମ

ଆଠଗଡ଼: ମାଆ ଓ ତାର ୬ ବର୍ଷର ଝିଅକୁ ଛୁରୀ ଭୂସି ହତ୍ୟା ଉଦ୍ୟମ କରାଯାଇଛି। ଖୁଣ୍ଟୁଣି ଥାନା ଘଣ୍ଟିଖାଲ ଦ୍ବାରବତୀପୁର ନକଟରେ ହତ୍ୟା ଉଦ୍ୟମ ହୋଇଛି। ବାଇକ୍ରେ ଆଣୁଥିବା ସଂପର୍କୀୟ ହଠାତ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମା ଝିଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଆସିବାକୁ ସମ୍ପକରୀୟ ଚମ୍ଫଟ୍ ମାରିଥିଲେ। ଗୁରୁତର ମା ଝିଅ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆକ୍ରମଣର କାରଣ ଜଣା ପଡ଼ିନାହିଁ।