Odisha Link
Bridging the Missing Links in Odisha
Daily Archives

September 26, 2020

ସରକାର ନିରବ, ଗଣମାଧ୍ୟମ ଗୁରୁତ୍ବ…

ଦୁଇ ବର୍ଷ ତଳେ ଆମେ ଦେଶବ୍ୟାପୀ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବର୍ଷକୁ ଧୁମଧାମରେ ପାଳନ କରିଥିଲେ। ଅଥଚ ସେହି ମହାତ୍ମା ଗାନ୍ଧିଙ୍କ ଦ୍ବାରା ଆହୁତ 'ଅସହଯୋଗ ଆନ୍ଦୋଳନ'ର ୧୦୦ ବର୍ଷ ପୂର୍ତ୍ତିକୁ ଆମ ସରକାର ଆଉ ଗଣମାଧ୍ୟମ ଭୁଲିଗଲେ ଅଥବା ଅଣଦେଖା କରିଦେଲେ। ସବୁଠୁ ବଡ଼ ପରିତାପର ବିଷୟ କଂଗ୍ରେସ ଦଳ,…

୭ ଦିନ ବନ୍ଦ ରହିବ ଏହି ସହର !

ବାରିପଦା: ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରସାଶନ ଅନେକ ପଦକ୍ଷପ ନେଉଛନ୍ତି ।ସଂକ୍ରମଣ ବଢୁଥିବାରୁ ବାରିପଦା ସହରକୁ ଆସନ୍ତା କାଲିଠାରୁ ୭ ଦିନ ବନ୍ଦ ରଖିବାକୁ ବିଭିନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ବାରିପଦାର ଯୁବ ସଂଗଠନ, ବ୍ୟବସାୟୀ…

ବଲିଉଡ୍‌ ଡ୍ରଗ୍ସ ଲିଙ୍କ : କ୍ଷିତିଜ୍…

ମୁମ୍ବାଇ :ଆଜି ଏନସିବି ବଲିଉଡ ଡ୍ରଗ୍ସ ସଂଯୋଗ ସଂପର୍କରେ ବଲିଉଡ ସହ ଜଡିତ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି।ତାଙ୍କୁ କିଛି ଦିନ ପୂର୍ବରୁ ଏନସିବି ଦ୍ୱାରା ପଚରାଉଚରା କରାଯାଇଥିଲା ଏବଂ କ୍ଷିତିଜଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।  ଏହାର ଗୋଟିଏ ଦିନ ପୂର୍ବରୁ କ୍ଷିତିଜ ପ୍ରସାଦଙ୍କୁ ଏନସିବି ଡକାଇ…

ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୨…

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ରେଲଓ୍ଵେ ବ୍ରିଜ ବୁଲାଣିରେ ଆଜି ଅପରାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକଟି ବାଇକଟିକୁ ମୁହାଁ ମୁହିଁ ଧକ୍କା ଦେଇଥିବାରୁ ଏହି ମର୍ମନ୍ତ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନାହିଁ।…

ସତ ବାହାର କରୁଛି ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ମାମଲା ଆସିବା ପରେ ବଲିଉଡ କଳାକାରଙ୍କ ଭିତରେ ଚଳଚଞ୍ଚଳ ସୃଷ୍ଟି ହୋଇଛି । ଡ୍ରଗ୍ସ ମାମଲାରେ ବଡ଼ ବଡ଼ ଅଭିନେତ୍ରୀ ଏବଂ ଅଭିନେତାଙ୍କ ନାମ ଆସିବା ପରେ ଏନସିବି ଜଣଙ୍କ ପରେ ଜଣଙ୍କୁ ପଠାଉଛି ହାଜିରା ପାଇଁ ସମନ । ତେବେ ଆଜି ଦୀପିକା ପାଦୁକୋନ ଏନସିବି ହାଜର ହୋଇଥିଲେ । ତାଙ୍କୁ…

ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କ ପାଇଁ…

ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡଖୁଲିଖବର ଆଣିଛନ୍ତି। ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ସେହିଦିନ ସନ୍ଧ୍ୟାରେ ପରୀକ୍ଷା ସେଣ୍ଟର ଥିବା ସହରରେ…

ୟୁନିଟ -୨ ର ଉଠାଦୋକାନୀଙ୍କୁ ହଟେଇଲା…

ଭୁବନେଶ୍ବର: ଭୁବନେଶ୍ବର ୟୁନିଟ -୨ ମାର୍କେଟ ବିଲ୍ଡିଂ ରେ ୨୪ଟି ଉଠା ଦୋକାନି ଗୁଡ଼ିକୁ ଉଚ୍ଛେଦ କରାଯାଇଛି । କାର ପାର୍କିଂ ନିର୍ମାଣର ଅଗ୍ରଗତିରେ ବାଧା ସୃଷ୍ଟି କରିଥିବାରୁ ଏହି ଉଚ୍ଛେଦ କରାଯାଇଛି । ତେବେ ଏହି ଉଚ୍ଛେଦକୁ ବେଆଇନ ବୋଲି କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ ସଂଘ । ପୁଲିସର ସହାୟତାରେ ନେଇ…

ଓକିଲଙ୍କ ଫିସ୍‌ ଦେବାକୁ ସବୁ ଅଳଙ୍କାର…

ଲଣ୍ଡନ: ଉଦ୍ୟୋଗୀ ଅନୀଲ ଅମ୍ବାନୀ ନିଜ ଓକିଲଙ୍କୁ ଫିସ୍ ଦେବା ପାଇଁ ନିଜର ସମସ୍ତ ଅଳଙ୍କାର ଗୁଡ଼ିକୁ ବିକ୍ରୟ କରିଛନ୍ତି ।ସେ ଏହା ଲଣ୍ଡନର ଅଦାଲତରେ କହିଛନ୍ତି । ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ…

୩ ଥର କରୋନା ସଂକ୍ରମିତ ହେଲେ ଯୁବକ

ତ୍ରୀଶୁର: କରୋନାରେ ଅନେକ ରୋଗୀ ଭଲ ହେଉଥିବାର ସୂଚନା ମିଳିଛି ।ଅନେକ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେବା ପରେ ରିପୋର୍ଟ ନେଗେଟିଭ ଆସିଥାଏ । କେରଳର ତ୍ରୀଶୁର ସହରର ଜଣେ ଯୁବକ ଗତ ୬ ମାସ ମଧ୍ୟରେ ୩ ଥର କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ପାଲେଭେଲିଲ ସାଭିଓ ।ତାଙ୍କର…

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା…

ଭୁବନେଶ୍ୱର: ଓଟିଭି ଦୋରାତ୍ମ୍ୟ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଗ୍ରାମବାସୀ। ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସରୁଆ ଗ୍ରାମରେ। କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ଜମି କିଣିଥିଲେ। ସେମାନେ ସେଠାରେ…