Odisha Link
Bridging the Missing Links in Odisha
Daily Archives

September 26, 2020

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି…

ସୁନ୍ଦରଗଡ଼ :ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ହାଜତକୁ ଗଲେ ବ୍ୟକ୍ତି ଓ ସହ ପରିବାର । ଉକ୍ତ ଘଟଣାଟି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ ଘଟିଛି ।ତାଙ୍କୁ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଥିଲା । ସୂଚନା ଅନୁସାରେ, ଇନ୍ଦ୍ରମଣୀ ଖୁଣ୍ଟିଆଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଘର…

ଦୀପିକାଙ୍କ ପରେ ଶ୍ରଦ୍ଧାଙ୍କ ପାଳି

ମୁମ୍ବାଇ : ଆଜି ଏନସିବିରେ ହାଜର ହୋଇଛନ୍ତି ଶ୍ରଦ୍ଧା କପୁର । ପ୍ରଥମେ ଦୀପକା ଏନସିବିରେ ହାଜର ହୋଇଥିଲେ ।  ତାଙ୍କୁ ସେଠାରେ ଡ୍ରଗ୍ସ ମାମଲା ଉପରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । କିଛି ସମୟ ପରେ ସାରା ଏନସିବି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ।…

ଜବତ ହେଲା ନକଲି କରୋନା ଔଷଧ

ବରଗଡ଼: ସାରା ବିଶ୍ବରେ ଚିନ୍ତା ବଢ଼ାଇଛି କରୋନା ମହାମାରି। ଏହି ମହାମାରିରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଔଷଧ କିମ୍ବା ଟିକାକୁ ଚାହିଁ ବସିଛନ୍ତି। ବହୁ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି। ଠିକ୍‌ ଏହି ସମୟରେ କରୋନାରୁ ମୁକ୍ତି ପାଇବା ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥ କହିଲେ ଲୋକ କରିବାକୁ ପଛାଉ…

ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି : କରଣ…

ମୁମ୍ବାଇ :ବଲିଉଡରେ ଡ୍ରଗ୍ସ ମାମଲା ଆସିବା ପରେ ଅନେକ ନାମି ଦାମି କଳାକାର ଙ୍କ ନାଁ ସାମ୍ମନାକୁ ଆସିଛି । ଆଜି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଏନସିବି ପଚରା ଉଚରା କରିବ । ତେବେ କରଣ ଜୋହର ଙ୍କ ନାଁ ଉଠିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଯେ ମୋ ଘରେ ଡ୍ରଗ୍ସ…

କରୋନା: ରାଜ୍ୟରେ ଆଉ ୧୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା । ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ କୋଣ ସାମ୍ନାକୁ ଆସିଛି। ସେବେଠାରୁ ଅଭିନେତାଙ୍କ ମାମଲାରେ ସାମାନ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଅଭିନେତା ଶେଖର ସୁମନ ପୁଣି ଥରେ ଏହି ପ୍ରସଙ୍ଗରେ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ ଲିଙ୍କ…

କରୋନା: ରାଜ୍ୟରେ ୪୩୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ମାଆ ଝିଅକୁ ହତ୍ୟା ଉଦ୍ୟମ

ଆଠଗଡ଼: ମାଆ ଓ ତାର ୬ ବର୍ଷର ଝିଅକୁ ଛୁରୀ ଭୂସି ହତ୍ୟା ଉଦ୍ୟମ କରାଯାଇଛି। ଖୁଣ୍ଟୁଣି ଥାନା ଘଣ୍ଟିଖାଲ ଦ୍ବାରବତୀପୁର ନକଟରେ ହତ୍ୟା ଉଦ୍ୟମ ହୋଇଛି। ବାଇକ୍‌ରେ ଆଣୁଥିବା ସଂପର୍କୀୟ ହଠାତ୍‌ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମା ଝିଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଆସିବାକୁ ସମ୍ପକରୀୟ ଚମ୍ଫଟ୍‌…

ଭାରତର ପ୍ରଥମ ଇନ୍‌-ଫ୍ଲାଇଟ ମୋବାଇଲ ସେବା…

ମୁମ୍ବାଇ : ଜିଓ ପୋଷ୍ଟପେଡ ପ୍ଲସ୍‍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍‍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି। ଜିଓର ଇନ ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ…

ଟ୍ରଲର ତଳେ ପଶିଗଲା ବାଇକ୍, ୨ ମୃତ

ରାୟଗଡା: ରାୟଗଡାରେ ସଡକ ଦୁୁର୍ଘଟଣାରେ ଦୁଇ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶାନ୍ତୁନୁ ମାଣ୍ଡାଙ୍ଗି ଓ ଶିବ ମାଣ୍ଡାଙ୍ଗି। ଭାରସାମ୍ୟ ହରାଇ ୧୪ ଚକିୟା ଟ୍ରଲର ତଳେ ପଶି ଯାଇଥିଲା ବାଇକ। ଫଳରେ ଚକା ତଳେ ଚାପି ହୋଇ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ,ଗତକାଲି କୌଣସି କାମରେ…