Odisha Link
Bridging the Missing Links in Odisha

ଦୀପିକାଙ୍କ ପରେ ଶ୍ରଦ୍ଧାଙ୍କ ପାଳି

ମୁମ୍ବାଇ : ଆଜି ଏନସିବିରେ ହାଜର ହୋଇଛନ୍ତି ଶ୍ରଦ୍ଧା କପୁର । ପ୍ରଥମେ ଦୀପକା ଏନସିବିରେ ହାଜର ହୋଇଥିଲେ ।  ତାଙ୍କୁ ସେଠାରେ ଡ୍ରଗ୍ସ ମାମଲା ଉପରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । କିଛି ସମୟ ପରେ ସାରା ଏନସିବି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ।

ତେବେ ଶ୍ରଦ୍ଧାଙ୍କୁ ସୁଶାନ୍ତଙ୍କ ଫାର୍ମହାଉସରେ ଘଟିଥିବା ‘ଚିଚୋର’ ପାର୍ଟି ବିଷୟରେ ପ୍ରଶ୍ନ କରାଯାଇ ପାରେ। ପାର୍ଟିରେ ଡ୍ରଗ୍ସ ସେବନ କରାଯାଇଥିବା ଖବର ମିଳିଥିଲା। ଏହା ବ୍ୟତୀତ ଶ୍ରଦ୍ଧାଙ୍କୁ ଜୟା ସାହାଙ୍କ ସହ ତାଙ୍କ ହ୍ବାଟସ୍ ଆପ୍ ଚାଟ୍ ବିଷୟରେ ମଧ୍ୟ ପଚରାଯିବ । ସେହି ଚାଟରେ ଡ୍ରଗ୍ କ୍ରୟ ବିଷୟରେ ଆଲୋଚନା କରାଯାଇଥିଲା ।

Comments are closed.