Odisha Link
Bridging the Missing Links in Odisha
Browsing Tag

Bollywood drug link

କରନ ଜୋହରଙ୍କୁ ଏନ୍‌ସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍‌ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ୨୦୧୯ରେ କରନ ଜୋହରଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଯେଉଁଥିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା। ଭିଡିଓରେ କଳାକାରମାନଙ୍କ ହାବଭାବରୁ ନିଶାରେ ଥିବାର…

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଳଙ୍କୁ…

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ କଡ଼ା ନଜର ରଖିଛି ଏନସିବି। ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଳଙ୍କ ନାଁ ସାମ୍ନାକୁ ଆସିବା ପରେ ଅର୍ଜୁନ ରାମପାଳଙ୍କୁ ସମନ ପଠାଇଥିଲା ଏନସିବି। ସମନ ପରେ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଭିନେତା ଅର୍ଜୁନ ରାମପାଳ। ଡ୍ରଗ୍ସ…

ଦୀପିକାଙ୍କ ପରେ ଶ୍ରଦ୍ଧାଙ୍କ ପାଳି

ମୁମ୍ବାଇ : ଆଜି ଏନସିବିରେ ହାଜର ହୋଇଛନ୍ତି ଶ୍ରଦ୍ଧା କପୁର । ପ୍ରଥମେ ଦୀପକା ଏନସିବିରେ ହାଜର ହୋଇଥିଲେ ।  ତାଙ୍କୁ ସେଠାରେ ଡ୍ରଗ୍ସ ମାମଲା ଉପରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । କିଛି ସମୟ ପରେ ସାରା ଏନସିବି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ।…

ଏନସିବି ରେ ହାଜର ହେଲେ ଦୀପିକା

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ବର୍ତ୍ତମାନ ବଲିଉଡ ଡ୍ରଗ୍ ଗୋଷ୍ଠୀର ତନାଘନା ଆରମ୍ଭ କରିସାରିଲାଣି। ଖାଲି ସେତିକି ନୁହେଁ, ବଲିଉଡର ଡ୍ରଗ୍ସ ଟ୍ରୁପର ପ୍ରକୃତ ମାଷ୍ଟରମାଇଣ୍ଡ କିଏ, ଏହାର ଉତ୍ତର ଖୋଜିବା ପାଇଁ ଏନସିବି ଏହାର ଅନୁସନ୍ଧାନ…

ଚାଟ କରି ଫସିଲେ ରକୁଲପ୍ରୀତ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ଏନସିବି ଅନେକ କଳା କାରଙ୍କୁ ସମନ ଜାରି କରିଥିଲା । ସେମାନେ ହେଲେ ସାରା ଅଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ।  ଆଜି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏନସିବି ଗେଷ୍ଟ ହାଉସରେ ହାଜର ହୋଇଥିଲେ। ତାଙ୍କୁ ୪ଘଣ୍ଟା ଜେରା କରିଥିଲା ଏନସିବି ।…

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍: ଆଜି…

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ରାକେଟ୍ ନେଇ ଏନ୍‌ସିବି ଜୋରଜାର ଖୋଳତାଡ଼ କରୁଛି। ଏନ୍‌ସିବିର ତଦନ୍ତରେ ବଲିଉଡର ଅନେକ ଲୋକ୍ରପ୍ରିୟ କଳାକାରଙ୍କ ନାମ ସାମନାକୁ ଆସିଛି। ଏଥିରେ  ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ଶ୍ରଦ୍ଧା କପୁର, ସାରା ଅଲ୍ଲୀଖାନ୍‌ ଏବଂ ରକୁଲ ପ୍ରୀତ୍‌ ସିଂହ ନାଁ ଏବେ ସାମ୍ନାକୁ…