Odisha Link
Bridging the Missing Links in Odisha

ବୃଦ୍ଧା ଶ୍ରମକୁ ମିଳିଲା ମେଡ଼ିକାଲ କିଟ୍

ଭୁବନେଶ୍ବର : ବୃଦ୍ଧା ଶ୍ରମକୁ ମିଳିବ ମେଡ଼ିକାଲ କିଟ୍ ।କିଟ୍ ରେ ହଟ୍ ଆଣ୍ଡ କୋଲ୍ଡ ବ୍ୟାଗ, ରକ୍ତ ଚାପ ମାପିବା ମେସିନ ରହିବ । ଏହାର ମୂଲ୍ୟ ୭୭୦୦ ଟଙ୍କା ରହିଛି ।

ଏହି କିଟ ଅକ୍ଟୋବର ୧ ବରିଷ୍ଠ ନାଗରିକ ଦିବସରେ ଦିଆଯିବ । ଏହା ସୂଚନା ଦେଇଛନ୍ତି ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା ।

Comments are closed.