Odisha Link
Bridging the Missing Links in Odisha
Daily Archives

September 28, 2020

ଆଜିଠୁ ପ୍ରସାରିତ ହେବ କେବିସି-୧୨

ମୁମ୍ବାଇ : ବହୁ ଦିନର ଅପେକ୍ଷାର ଅନ୍ତ ଘଟାଇ ଆଜି ଆରମ୍ଭ ହେବ ସୋ କେବିସି-୧୨ । ଏହା ସୋମବାରରୁ ଶୁକ୍ରବାର ପ୍ରସାରିତ ରାତି ୯ଟା ପ୍ରସାରିତ ହେବ । ଏହାକୁ ଆପଣ ସୋନି ଟିଭି ଚ୍ୟାନେଲ କିମ୍ବା ମୋବାଇଲର ଜିଓ ଟିଭି, ଏୟାରଟେଲ ଟିଭିରେଦେଖିପାରିବେ।ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ ଉପସ୍ଥାପନ କରୁଛନ୍ତି ।…

ପୁଣି ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ…

ରାଉରକେଲା :ପୁଣି ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇନାବାଳକ ଛାତ୍ର ।ଦୁଇ ନାବାଳକ ଛାତ୍ର ହେଲେ ରାଉରକେଲା ବାସନ୍ତୀ କଲୋନୀର । ଦୁଇ ଜଣଙ୍କ ନାଁ ହେଲା ପ୍ରସନ୍ନ ସାହୁ ଓ ଆୟାନ ଟକ । ବଣଭୋଜି କରିବାକୁ ବାସନ୍ତୀ କଲୋନିରୁ ବାରଜଣ ସାଙ୍ଗ ଚାନ୍ଦିପୋଷ ବିରୁତୋଳା ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ଖବର ପାଇ…

୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ । ଓଡ଼ିଶାର ପର୍ଯ୍ୟଟନସ୍ଥଳି ନନ୍ଦନକାନନ ଖୋଲିବା ସୂଚନା ପିସିସିଏଫ ହରିଶଙ୍କର  ଦେଇଛନ୍ତି । ଏହା କରୋନା କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି । ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ମିଳିବା ସୁବାଧା ରହିବ। ମାକ୍ସ…

ବୃଦ୍ଧା ଶ୍ରମକୁ ମିଳିଲା ମେଡ଼ିକାଲ କିଟ୍

ଭୁବନେଶ୍ବର : ବୃଦ୍ଧା ଶ୍ରମକୁ ମିଳିବ ମେଡ଼ିକାଲ କିଟ୍ ।କିଟ୍ ରେ ହଟ୍ ଆଣ୍ଡ କୋଲ୍ଡ ବ୍ୟାଗ, ରକ୍ତ ଚାପ ମାପିବା ମେସିନ ରହିବ । ଏହାର ମୂଲ୍ୟ ୭୭୦୦ ଟଙ୍କା ରହିଛି । ଏହି କିଟ ଅକ୍ଟୋବର ୧ ବରିଷ୍ଠ ନାଗରିକ ଦିବସରେ ଦିଆଯିବ । ଏହା ସୂଚନା ଦେଇଛନ୍ତି ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ…

ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଜଗତରେ ଦୁଃଖର ଲହରି ଖେଳି ଯାଇଛି ।ଗୀତିକାର ତଥା ଲେଖକ ଅଭିଳାଷଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ସେ ଦୁଇ ଦିନ ପୂର୍ବରୁ ଲିଭର କ୍ୟାନସରରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଅଭିଳାଷ ମୁମ୍ବାଇ ଗୋରେଗାଁ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ…

ଖୋଲିବନି ଧର୍ମାନୁଷ୍ଠାନ, ମଙ୍ଗିଲେନି…

ଭୁବନେଶ୍ବର : ଖୋଲିବନି ମନ୍ଦିର । ଏ ନେଇ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି । ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗର ମାମଲା ରାଜ୍ୟ ସରକାରଙ୍କ  ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ସରକାର କହିଛନ୍ତି ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ । କାରଣ ଗର୍ତ୍ତଗୃହ ଛୋଟ…

ରାଜଧାନୀ ରୁ ଆଉ ୩୪୨ କରୋନା ପଜିଟିଭ୍‌…

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱର ରେକର୍ଡ ସଂଖ୍ୟା ମୋଟ୍‌ ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତ ମଧ୍ୟରୁ ୧୧୧ ଜଣ କ୍ବାରେଣ୍ଟାଇନଓ ୨୩୧ଜଣ ସ୍ଥାନୀୟ ଅଂଚଳର ଅଟନ୍ତି । ଏଥିସହ ୩୨୧ ଜଣ ଆରୋଗ୍ୟ ହୋଇଛନ୍ତି। https://twitter.com/bmcbbsr/status/1310526186347311104…

ରାଜ୍ୟର ୧୪ ଜଣ ମନ୍ତ୍ରୀ , ବିଧାୟକ କରୋନା…

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ। ଗତକାଲି ୨ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ…

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ…

ସୁନ୍ଦରଗଡ଼ : ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଅପରେସନ କରିବାକୁ ପଡ଼ିବ। ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ…

ସଡକ ଦୁର୍ଘଟଣାରେ ଦମ୍ପତି ମୃତ

ରାଇରଙ୍ଗପୁର : ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ ଘଟିଛି ।ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦମ୍ପତିଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଦମ୍ପତିମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ତାରେ ମେଡିକାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଟି ରାଇରଙ୍ଗପୁର ବିଶୋଇ ଛକରେ ହୋଇଛି ।…