Odisha Link
Bridging the Missing Links in Odisha
Daily Archives

September 28, 2020

ଏନସିବି ଉପରେ ସାଂଘାତିକ ଅଭିଯୋଗ ଲଗାଇଲେ…

ମୁମ୍ବାଇ: ଏନସିବି ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ସିନେମା ନିର୍ମାତା କ୍ଷୀତିଜ୍ ରବି ପ୍ରସାଦଙ୍କୁ ଗିରଫ କରିଛି ।ଶନିବାର ଦିନ କ୍ଷୀତିଜ୍ ଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଏନସିବି ଗିରଫ କରିଥିଲା ।  ତାଙ୍କୁ ବର୍ତ୍ତମାନ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ସେଠାରେ…

ଅରିଜିନାଲ୍ ସାର୍ଟିଫିକେଟ ବିନା ହେବ…

ଭୁବନେଶ୍ୱର: ଅରିଜିନାଲ ସାର୍ଟିଫିକେଟ ବିନା ହେବ ନାମଲେଖା। +୩ ନାମଲେଖା ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବକ, ଅରିଜିନାଲ ସାର୍ଟିଫିକେଟ ବିନା +୩ ନାମଲେଖା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। କରୋନା…

ତିନିବର୍ଷ ମଧ୍ୟରେ ସବୁ ବସ୍ତି ଆଦର୍ଶ…

ବାଲେଶ୍ବର: ଆଜି ଫକୀରମୋହଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା…

ଘରୁ ଉଦ୍ଧାର ହେଲା ବିରାଟ କଇଁଛ

ଧାମନଗର: ଘର ଭିତରୁ ଉଦ୍ଧାର ହେଲା ବିରାଟ ସାମୁଦ୍ରିକ କଇଁଛ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗ୍ରାମର ହରି ଚରଣ ବାରିକଙ୍କ ଘର ଭିତରୁ ଏହି କଇଁଛଟି ଉଦ୍ଧାର ହୋଇଛି।ଉଦ୍ଧାର ହୋଇଥିବା କଇଁଛର ଲମ୍ବ ପ୍ରାୟ ୨ ଫୁଟ ଏବଂ ଓଜନ ୨୫-୩୫ କିଲୋଗ୍ରାମ ହେବ। ଏହା ଏକ ସାମୁଦ୍ରିକ କଇଁଛ…

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ଯୁବକ ନିଖୋଜ

ବଣାଇ : ଆଜି ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି । ସେମାନେ ଆଜି ଚାନ୍ଦିପୋସ ଥାନା ବିରତୋଳାରେ  ଗାଧୋଇଯିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଯୁବକ ଦୁହିଁଙ୍କୁ ରାଉଲକେଲାର ଅଗ୍ନିଶମ ବାହିନୀର ଖୋଜାଖୋଜି କରୁଛି ।

ଦୀପକ ଗୁପ୍ତାଙ୍କୁ ୩ ମାସ ଜାମିନ

ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ। ଆଜି ହାଇକୋର୍ଟ ଦୀପକଙ୍କୁ ୩ ମାସ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିୟମିତ ଜାମିନ ଆବେଦନ ଖାରଜ କରି କୋର୍ଟ ଦୀପକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏକ କୋଟି ଟଙ୍କା ନଗଦ ଟଙ୍କା ଜମା…

ଡିଜିପିଙ୍କ ବିଧାନସଭା ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ଡିଜିପି ଅଭୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ସମାକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଆଇନଶୃଙ୍ଖଳା ଓ ସିପିଙ୍କୁ ନେଇ ଡିଜିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଧାନସଭା ଅଧିବେଶନ…

ମହାନଦୀରେ ଦୁଇ ସେତୁର ଭିତ୍ତି ସ୍ଥାପନ…

ଜଗତସିଂହପୁର: ଆଜି ମହାନଦୀରେ ଦୁଇ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ତିର୍ତ୍ତୋଲ -ପୋଷଳ ସେତୁ ଏବଂ ଜଇପୁର-କଟିକଟା ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭିଡିଓ…

ଟିକଟକ ଭାରତୀୟ କର୍ମଚାରୀଙ୍କୁ ଦେଲା ୪…

ନୂଆ ଦିଲ୍ଲୀ:  ଭାରତରେ ଧୁମ ମଚାଉଥିଲା ଟିକଟିକ । ତେବେ ଭାରତ ସରକାରଙ୍କ ଦ୍ବାରା ଏହି ଆପଟି ନିଷିଦ୍ଧ ହେବା ପରେ ଅନେକ ୟୁଜର ଅସନ୍ତେଷ ପ୍ରକାଶ କରିଥିଲେ । ଟିକ୍ ଟକ୍ ଏବଂ ହେଲୋ ମାଲିକାନାରେ ଥିବା ବାଇଟ୍ଡାନ୍ସ ଏହାର ଭାରତୀୟ କର୍ମଚାରୀଙ୍କୁ ବୋନସ୍ ଭାବରେ ଲକ୍ଷ ଲକ୍ଷ ଟଙ୍କା ଦେଇଛି। ବାଇଟ୍ଡାନ୍ସ…

ସତ୍ୟବାଦୀ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି। ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି।…