Odisha Link
Bridging the Missing Links in Odisha

ସଡକ ଦୁର୍ଘଟଣାରେ ଦମ୍ପତି ମୃତ

ରାଇରଙ୍ଗପୁର : ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ ଘଟିଛି ।ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦମ୍ପତିଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଦମ୍ପତିମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ତାରେ ମେଡିକାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଟି ରାଇରଙ୍ଗପୁର ବିଶୋଇ ଛକରେ ହୋଇଛି ।

ଦମ୍ପତିଙ୍କ ଉପରେ ଗ୍ୟାସ ଟାଙ୍କ ବୋଝେଇ ଟ୍ରକ ଚଢ଼ିବା ଯିବାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘରକୁ ଫେରିବା ବେଳେ ସାଙ୍ଗ ସହ ରାସ୍ତା କଡ଼ରେ କଥା ହେଉଥିଲେ ଦମ୍ପତି ।

Comments are closed.