Odisha Link
Bridging the Missing Links in Odisha

ଖୋଲିବନି ଧର୍ମାନୁଷ୍ଠାନ, ମଙ୍ଗିଲେନି ସରକାର

ଭୁବନେଶ୍ବର : ଖୋଲିବନି ମନ୍ଦିର । ଏ ନେଇ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି । ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗର ମାମଲା ରାଜ୍ୟ ସରକାରଙ୍କ  ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ସରକାର କହିଛନ୍ତି ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ।

କାରଣ ଗର୍ତ୍ତଗୃହ ଛୋଟ ହୋଇଥିବାରୁ ଗହଳି ହେଲେ ସଂକ୍ରମଣ ବଢ଼ିବା ପରେ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ହେବ ।

Comments are closed.