Odisha Link
Bridging the Missing Links in Odisha

ରାଜଧାନୀ ରୁ ଆଉ ୩୪୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱର ରେକର୍ଡ ସଂଖ୍ୟା ମୋଟ୍‌ ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତ ମଧ୍ୟରୁ ୧୧୧ ଜଣ କ୍ବାରେଣ୍ଟାଇନଓ ୨୩୧ଜଣ ସ୍ଥାନୀୟ ଅଂଚଳର ଅଟନ୍ତି । ଏଥିସହ ୩୨୧ ଜଣ ଆରୋଗ୍ୟ ହୋଇଛନ୍ତି।

ପଟିଆରୁ ୧୦ ଜଣ, ନୟାପଲ୍ଲୀରୁ ୭ ଜଣ, ଚନ୍ଦ୍ରଶେଖରପୁରରୁ ୬ ଜଣ, ଭିଏସଏସ ନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମିତ ହେଲେ , ଚନ୍ଦ୍ରଶେଖରପୁରରୁ ୧୬ ଜଣ, ପଟିଆରୁ ୧୨ ଜଣ, ନୟାପଲ୍ଲୀରୁ ୯ ଜଣ, ଆଇଆରସି ଭିଲେଜରୁ ୮ ଜଣ, ନିଳାଦ୍ରୀ ବିହାର, ଝାରପଡ଼ା, ପାତ୍ରପଡାରୁ ୭-୭ ଜଣ, ଆଇଗଣିଆ, ବରମୁଣ୍ଡା, ଡୁମଡୁମାରୁ ୬ ଜଣ ଲେଖାଏଁ, ୟୁନିଟ-୮ରୁ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି, ଚକେଇସିହାଣୀ, କଳିଙ୍ଗନଗରରୁ ୪ ଜଣ ଲେଖାଏଁ, ସାଲିଆ ସାହି, କପିଳ ପ୍ରସାଦ, ସହିଦ ନଗରରୁ ୩-୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.