Odisha Link
Bridging the Missing Links in Odisha
Daily Archives

October 1, 2020

ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ…

ଭୁବନେଶ୍ୱର: ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା…

ଏକ ଭାରତ ଶ୍ରେଷ୍ଠ ଭାରତରେ ସୋଆ…

ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଏକ ଭାରତ ଶ୍ରେଷ୍ଠ ଭାରତ” ୱେବିନାରରେ ଓଡ଼ିଶା ଓ ମହାରଷ୍ଟ୍ର ନିଜ ନିଜ ରାଜ୍ୟର ସାଂସ୍କୃତିକ ଧରୋହର ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ପଡୋଶୀ ରାଜ୍ୟ ଓ ଭାରତର ସାଂସ୍କୃତିକ ଏକତାକୁ ହୃଦୟଙ୍ଗମ…

ଆଜି ଭାରତ ଆସୁଛି ଉଡ଼ନ୍ତା ଦୁର୍ଗ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିବ ‘ଏୟାର ଇଣ୍ଡିଆ ୱାନ’ ବିମାନ। ଏହି ବିମାନଟି ‘ଏୟାର ଇଣ୍ଡିଆ ୱାନ୍’ ବୋଇଙ୍ଗ ୭୭୭-୩୦୦ଇଆର ଆଜି ଭାରତରେ ପହଞ୍ଚିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ‘ଏୟାର ଇଣ୍ଡିଆ ୱାନ’ ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ…

ଧର୍ଷଣ ମହାମାରୀ: ପୀଡ଼ିତାର ଜାତି-ଧର୍ମ ଓ…

ଉତ୍ତରପ୍ରଦେଶର ହାଥରସରେ ଗୋଟିଏ ୧୯ ବର୍ଷର ନିରୀହ ବାଳିକାକୁ ଅତି ବିଭତ୍ସ ଭାବେ ଗଣଦୁଷ୍କର୍ମ କରିବା ପରେ ଅପରାଧୀମାନେ ତାଙ୍କର ମେରୁହାଡ଼ ଭାଙ୍ଗିଦେବା ଓ ଜିଭ କାଟିଦେବା ଭଳି ଅଭିଯୋଗ ଆସିଛି। ବିଚାରୀ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଜୀବନ ସହ ଜୁଝିବାରେ ବିଫଳ ହୋଇଛି। ୨୦୧୨ରେ ଦିଲ୍ଲୀରେ ଏମିତି ଏକ…

କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ

କୋରାପୁଟ: ପୁଣି କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ। ଆଜି ସକାଳେ କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆଙ୍କର ମୃତ୍ୟୁ ହୋଇଛି। ଗତ ୨୦ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବା ପରେ କୋରାପୁଟରେ ଚିକିତ୍ସାଧିନ ଥିଲେ। କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା।…

ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଫେରାଦ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସୁରଙ୍କ ଅଭିଯୋଗ ଅନୁଯାୟୀ, ଜଗତସିଂହପୁର…

ବିଧାନସଭା: ଗୃହ ୩ଟା ଯାଏଁ ମୁଲତବୀ

ଭୁୁବନେଶ୍ୱର: ରାଜ୍ୟର କୃଷକ, ବିପିଏଲ ପରିବାରଙ୍କ ପାଇଁ ବିତ୍ୟୁତ ଶୁଳ୍କ ବଢିନାହିଁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜେପି। ଫଳରେ ଗୃହକାର୍ଯ୍ୟ…

ସିକ୍ୟୁରିଟି ଜୋନ୍‌ ବାହାର ଘଟଣା: ପୋଲିସ

ଭୁବନେଶ୍ବର: ବିଧାନସଭା ସାମ୍ନାରେ ମା କୁ ପୁଅ ମୁଣ୍ଡ ଜାମିନ ରଖିବା ଘଟଣାରେ ମୁହଁ ଖୋଲିଲା ପୋଲିସ। ପୋସିଲ କହିଛି ଯେ, ଏହା ବିଧାନସଭା ସିକ୍ୟୁରିଟି ପରିଧି ବାହାର ଘଟଣା। ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟୁଇଟ୍‌ ଯୋଗେ ସ୍ପଷ୍ଟୀକାରଣ ଦିଆଯାଇଛି। ମାନସିକ ବିକାରଗ୍ରସ୍ତ ଯୁବକ ନିଜ ମା ଙ୍କୁ ମୁଣ୍ଡଜାମିନ…

ବିଧାନସଭା ସାମ୍ନାରେ ନୟାଗଡ଼ ଯୁବକଙ୍କ…

ନୟାଗଡ଼: ଆଜି ବିଧାନସଭା ସାମ୍ନାରେ ଜଣେ ଯୁବକ ନିଜ ମାଆ ବେକରେ ଛୁରୀ ଲଗାଇ ମୁଣ୍ଡ ଜାମିନ ରଖି ତାଣ୍ଡବ ରଚିଛନ୍ତି। ଏହି ଯୁବକ ଜଣଙ୍କ ସେଠାରେ ପ୍ରଳାପ କରିବା ସହ ପରିସ୍ଥିତିକୁ ଅଣାୟତ କରି ଦେଇଛନ୍ତି। ଖବର ନେବାରେ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ଦଶପଲ୍ଲା କଉଡ଼ାର ବୋଲି ଜଣାଯାଇଛି। ତାଙ୍କ ନାମ ଜିତେନ୍ଦ୍ର…

ଯଦି ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡଜାମିନ…

ଭୁବନେଶ୍ବର: ବିଧାନସଭା ସାମ୍ନାରେ ମା କୁ ପୁଅ ମୁଣ୍ଡଜାମିନ ରଖିବା ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏହି ଘଟଣାରେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡ଼ିଥିବା କହିଲେ ସୁର। ଏହା ସହିତ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା ମଧ୍ୟ କରିଛନ୍ତି। ସୁର କହିଛନ୍ତି ଯେ, ଆଜି ଯଦି ସେ…