Odisha Link
Bridging the Missing Links in Odisha

ଆତଙ୍କବାଦୀ ଆକ୍ରମଣରେ ୨ ସିଆରପିଏଫ୍ ଯବାନ ଶହୀଦ

ଜମ୍ମୁ କଶ୍ମୀର: ଆଜି ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କୀ ଆକ୍ରମଣରେ ୫ ସିଆରପିଏଫ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଶହୀଦ ହୋଇଛନ୍ତି ।

ପାମପୋର ବାଇପାସ୍ ନିକଟରେ ରୋଡ୍ ଓପେନିଂ ପାର୍ଟିଂସମୟରେ ଏହି ଆକ୍ରମଣ ହୋଇଥିଲା ।ଅନ୍ୟ ଗୁରୁତର ଯବାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Comments are closed.