Odisha Link
Bridging the Missing Links in Odisha

ମେଡିସିନ୍ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ଘୋଷଣା ହେଲା ୨୦୨୦ର ନୋବେଲ ପୁରସ୍କାର। ମେଡିସିନ୍ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଏହି ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ। ତେବେ ସେହି ୩ ଜଣ ହେଉଛନ୍ତି –ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସ୍। ହେପାଟାଇଟିସ୍-ସି ଭୂତାଣୁର ଆବିଷ୍କାର ପାଇଁ ଏହି ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି।

Comments are closed.