Odisha Link
Bridging the Missing Links in Odisha
Browsing Tag

Medicine

୯ ପ୍ରକାର ନକଲି ଔଷଧ ଠାବ

ଭୁବନେଶ୍ୱର: ଗତକାଲି କଟକରୁ ନକଲି ଫାଭିପିରାଭିର ଜବତ ହେବା ପରେ ଆଜି ଆଉ ୯ ପ୍ରକାର ନକଲି ଔଷଧ ଠାବ କରାଯାଇଛି। ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଠାବ କରାଯାଇଛି। ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ କରାଯାଇଛି।…

କରୋନା ରୋଗୀଙ୍କ ଔଷଧ ପାଇଁ ନୂଆ…

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ। କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ନୂଆ SOP ଜାରି କରାଯାଇଛି। କରୋନା ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ, ଇଞ୍ଜେକ୍ସନ…

ମେଡିସିନ୍ ପାଇଁ ୩ ଜଣଙ୍କୁ ନୋବେଲ…

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ଘୋଷଣା ହେଲା ୨୦୨୦ର ନୋବେଲ ପୁରସ୍କାର। ମେଡିସିନ୍ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଏହି ୩ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ମିଳିବ। ତେବେ ସେହି ୩ ଜଣ ହେଉଛନ୍ତି –ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସ୍। ହେପାଟାଇଟିସ୍-ସି ଭୂତାଣୁର…

ପତଞ୍ଜଳି ପ୍ରସ୍ତୁତ କଲା କରୋନା ଔଷଧ,…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ହେଲେ ଏହାରି ମଧ୍ୟରେ ଯୋଗ ଗୁରୁ ରାମଦେବ ବାବା ଆର୍ୟୁବେଦିକ ଔଷଧ ଦ୍ବାରା କରୋନାର ସଫଳ ଚିକିତ୍ସା ହେଉଥିବା ନେଇ ଦାବି ରଖିଛନ୍ତି। ଏଥିସହିତ କରୋନିଲ ନାମକ ଏକ ଟାବଲେଟ ଲଞ୍ଚ କରିଛି ପତଞ୍ଜଳୀ। ଏକ ଡବାରେ ବଟିକା ରୂପରେ ଏହି ଔଷଧ ବଜାରରେ…

କରୋନା ଔଷଧ ପାଇଥିବା ଦାବି କଲେ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଏପର୍ଯ୍ୟନ୍ତ ପାଖାପାଖୀ ୨୦ ଲକ୍ଷ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧,୨୭, ୧୫୨ ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାରା ବିଶ୍ବ କରୋନାରରୁ କିଭଳି ଉପଶମ ମିଳିବ ସେ ନେଇ ଚେଷ୍ଟା କରୁଥିବା ବେଳେ ଏହାରି ମଧ୍ୟରେ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ WHOର…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ରେ କରୋନା ରୋଗ ଭଲ ହେଉଥିବା ନେଇ ସ୍ବାସ୍ଥ୍ୟ ଗବେଷକଙ୍କ ଦାବି ପରେ ଏହାକୁ ନେଇ ଏକାତା ପରୀକ୍ଷଣ (Solidarity Trial) ଆରମ୍ଭ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)। ଅଧିକରୁ ଅଧିକ ଦେଶ ଏହି ପରୀକ୍ଷଣରେ ସାମିଲ ହେବାକୁ ହୁ ଆହ୍ବାନ ଦେଇଛି।…

ରାସ୍ତାରେ ପଡ଼ିଛି ବିପୁଳ ପରିମାଣର ସରକାରୀ…

ନବରଙ୍ଗପୁର: ରୋଗୀଙ୍କ ପାଇଁ ଆସିଥିବା ମେଡିସିନ ଏବେ ରାସ୍ତାର କଡରେ। ରୋଗୀଙ୍କୁ ଦିଆଯିବା ଔଷଧ ରୋଗୀଙ୍କୁ ମିଳୁ ନାହିଁ। ହେଲେ ଜଙ୍ଗଲରେ ସେହି ଔଷଧକୁ ଫିଙ୍ଗା ଯାଉଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକର ପଣ୍ଡୁଗୁଡା ଯିବା ରାସ୍ତାର ନୀଳଗିରି ଜଙ୍ଗଲରେ ପଡିରହିଛି ବିପୁଳ ପରିମାଣରେ ସରକାରୀ ଔଷଧ।…

ଭୁଲ ଓୌଷଧ ଖାଇ ଜୀବନ ଗଲା

ଭଦ୍ରକ : ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ବିରିଆଡ଼ିଆ ଗାଁରେ ଏକ ଅଭାନିୟ ଘଟଣା ଘଟିଯାଇଛି । ଭୁଲ ଓୌଷଧ ଖାଇ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି । ୨ ଦିନ କଷ୍ଟ ପାଇବା ପରେ ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ବୁଜିଲା ୧୧ ବର୍ଷର ନାବାଳକ । ବିରିଆଡ଼ିଆ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ସୁରେଶ…

ଏବେ ଭାରତରୁ ଔଷଧ କିଣିବ ପାକିସ୍ତାନ

ନୂଆଦିଲ୍ଲୀ: ପାଗଳ ପରି ହେଉଥିବା ପାକିସ୍ତାନ ଧିରେ ଧିରେ ଭାରତର ଶରଣ ପଶୁଛି। ବିଶେଷକରି ଦିନକୁ ଦିନ ମହଙ୍ଗା ମାଡ଼ରେ ଘାଇଲା ହେଉଛି ପାକିସ୍ତାନ। ହେଲେ ଭାରତଠାରୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଆମଦାନୀ କରିବ ପାକିସ୍ତାନ। ଏନେଇ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର। ଏ ନେଇ ପାକିସ୍ତାନର ବାଣିଜ୍ୟ…