Odisha Link
Bridging the Missing Links in Odisha

ଗୋଆ ଫେରିବେ ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପୁଣି ଥରେ ଗୋଆ ଅଭିମୁଖେ ବାହାରିବେ। ସେ ନିଜ ସିନେମା ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏନିସିବି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କୁ ସମନ୍ ପଠାଇ ଥିଲା।

ତେଣୁ ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ମୁମ୍ବାଇ ଆସିଥିଲେ । ସେ ତାଙ୍କର ପ୍ରୋଜେକ୍ଟ ଅଧାରୁ ଛାଡ଼ି ଆସିଥିବାରୁ ପୁଣି ଗୋଆ ଫେରିବେ।

ଏନସିବି ଅଫିସରେ ଦୀପିକାଙ୍କୁ ସାଢ଼େ ପାଞ୍ଚ ଘଣ୍ଟା ଜେରା କରାଯାଇ ଥିଲା। ତେବେ ସେ ଏବେ ଶକୁନ ବାତ୍ରାଙ୍କ ,ସିନେମା ସୁଟିଂ ପାଇଁ ପୁଣି ଗୋଆ ଫେରିବେ।