Odisha Link
Bridging the Missing Links in Odisha
Browsing Tag

bolllywood

ଉତ୍ତମ ମହାନ୍ତିଙ୍କ ଏକମାତ୍ର ହିନ୍ଦୀ…

ଓଏଲ୍ ବ୍ୟୁରୋ: ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓଡ଼ିଆ ସିନେ ଜଗତକୁ ଅନେକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ପାଖାପାଖି ୧୩୫ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ସେ ତାଙ୍କର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। କେବଳ ଓଡ଼ିଆ ନୁହଁ ୩୫ ଟି…

କପିଲ ଶର୍ମାଙ୍କୁ ଥାନାରେ ହାଜର ହେବାକୁ…

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ କରିଛି ମୁମ୍ବାଇ ପୁଲିସ୍ ‌। ନକଲି କାର୍ ପଞ୍ଜିକରଣ ମାମଲାରେ ପୁଲିସ ତାଙ୍କୁ ନିର୍ଦ୍ଦେଶ ପଠାଇଛି। କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟ(ସିଆଇୟୁ)ର ଏପିଆଇ ସଚିନ ଭାଜେ ଆଜି ହିଁ କପିଲଙ୍କୁ ହାଜର ହେବାକୁ କହିଛନ୍ତି। ନିକଟରେ ମୁମ୍ବାଇ…

ସୁସ୍ଥ ହୋଇ ଘରକୁ ଫେରିଲେ ରେମୋ

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡର କୋରିଓଗ୍ରାଫର ରେମୋ ଡିସୁଜା। ସେ ହୃଦଘାତର ଶିକାର ହୋଇ କୋକିଲାବେନ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ସେ ସୁସ୍ଥ ଅଛନ୍ତି ବୋଲି ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି । ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର…

ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ

ମୁମ୍ବାଇ: ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ତାଙ୍କୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ସିନେମାରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ ମଣ୍ଡଳ। ଏହା ସ୍ୱାଧୀନତା ସଂଗ୍ରାମୀ…

ଟ୍ରୋଲ୍‌ର ଶିକାର ହେଲେ ବିଗ ବି

ମୁମ୍ବାଇ: ବଲିଉଡର ବିଗ ବି ଟ୍ରୋଲର ଶିକାର ହୋଇଛନ୍ତି। ଅମିତାଭ ବଚ୍ଚନ ସୋଶିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି। ଅମିତାଭ ନିଜର ଏକ ଫଟୋ ସୋଶିଆଲ ମିଡିଆରେ ଶେୟାର କରି ଏକ କ୍ୟାପ୍‌ସନ ଦେଇଛନ୍ତି ଯେଉଁଥିପାଇଁ…

ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା…

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାରରେ ଅନେକ ସେଲିବ୍ରେଟିଙ୍କ ନାଁ ଉଠିଥିଲା। ତେବେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ବାସଭବନରେ ପହଁଞ୍ଚିଥିଲା ଏନ୍‌ସିବି। ଡ୍ରଗ୍ସ କାରବାର ମାମଲାରେ…

ସୁଶାନ୍ତ ମୃତ୍ୟୁ ମାମଲାର ଚୂଡ଼ାନ୍ତ…

ମୁମ୍ବାଇ: ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନବାକୁ ପଡ଼ିବ। ଏଣିକି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। କେବଳ…

ଗୋଆ ଫେରିବେ ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପୁଣି ଥରେ ଗୋଆ ଅଭିମୁଖେ ବାହାରିବେ। ସେ ନିଜ ସିନେମା ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏନିସିବି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କୁ ସମନ୍ ପଠାଇ ଥିଲା। ତେଣୁ ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ମୁମ୍ବାଇ ଆସିଥିଲେ । ସେ ତାଙ୍କର ପ୍ରୋଜେକ୍ଟ…

ଜଣେ ଝିଅର ଜୀବନ ଖରାପ କରିଦେଲ : ହୁମା

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହାକୁ ଅନେକ ଲୋକ ପ୍ରସଂଶା କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି । ତେବେ ଅଭିନେତ୍ରୀ ହୁମା କୁରେଶି ବହୁତ ରାଗି ଥିବାର ନଜରେ ଆସିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି , ସମସ୍ତେ ରିୟାଙ୍କୁ କ୍ଷମା…

ଡ୍ରଗ୍ସ ଗ୍ରୁପ୍ ର ଆଡମିନ୍ ଥିଲେ ଦୀପିକା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ଦୀପିକାଙ୍କୁ ସମନ ପଠାଇଥିଲା । ଗତ କାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହେବେ ଦୀପିକା । ସୂଚନା ଅନୁସାରେ ଯେଉଁ ହ୍ଵାଟ୍ସଆପ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା କରାଯାଉଥିଲା ସେହି ଗ୍ରୁପର ଆଡମିନ୍ ହେଉଛନ୍ତି ଦୀପିକା ।…