Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ୫୦୦ଜଣ, ନୂଆପଡ଼ା ୧୮୯ଜଣ, କଟକ ରୁ ୧୮୩ଜଣ, ବରଗଡ଼ ରୁ୧୪୮ଜଣ, କେନ୍ଦ୍ରାପଡ଼ାରୁ ୧୩୬ଜଣ, ଅନୁଗୁଳରୁ ୧୨୩ଜଣ, ଯାଜପୁରରୁ ୧୧୭ଜଣ, ଭଦ୍ରକରୁ ୧୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୫ଜଣ, ଷ୍ଟେଟ୍ ପୁଲ୍ ଓ ମୟୂରଭଞ୍ଜରୁ ୧୦୦ ଲେଖାଏଁ, ବଲାଙ୍ଗିରରୁ ୮୯ଜଣ, କେନ୍ଦୁଝରରୁ ୭୯ଜଣ, ନବରଙ୍ଗପୁରରୁ ୭୩ଜଣ, ସୁନ୍ଦରଗଡ଼ରୁ ୭୧ଜଣ, ମାଲକାନଗିରିରୁ ୭୦ଜଣ, ଢେଙ୍କାନାଳରୁ ୬୯ଜଣ, ବାଲେଶ୍ୱରରୁ ୬୭ଜଣ ସୁସ୍ଥ ହୋଇଛନ୍ତି।

ଜଗତସିଂହପୁରରୁ ୫୮ଜଣ, କନ୍ଧମାଳରୁ ୪୮ଜଣ, ସୁବର୍ଣ୍ଣପୁରରୁ୪୭ଜଣ, ରାୟଗଡ଼ାରୁ ୪୬ଜଣ, ପୁରୀରୁ ୪୩ଜଣ ,ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୯ ଲେଖାଏଁ, କୋରାପୁଟରୁ ୩୫ଜଣ, ନୟାଗଡ଼ରୁ ୩୦ଜଣ, ଗଞ୍ଜାମରୁ ୨୩ଜଣ, ଦେବଗଡ଼ରୁ ୨୦ଜଣ, ବୌଦ୍ଧ ଓ ଗଜପତି ଜିଲ୍ଲାରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comments are closed.