Odisha Link
Bridging the Missing Links in Odisha
Daily Archives

October 14, 2020

ଭାରତ-ଅଷ୍ଟ୍ରେଲିଆ ଭୂତଳ ଜଳ ପରିଚାଳନା…

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଭୂତଳ ଜଳ ପରିଚାଳନା ବୁଝାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷରିତ ଭୂତଳ ଜଳର ସହଣୀୟ ପରିଚାଳନା, ଦକ୍ଷତା ନିର୍ମାଣ, ଗବେଷଣା ଓ ବିକାଶ…

ପାର୍ବଣ ଓ ଶୀତ ଋତୁରେ ଅଧିକ ସତର୍କ…

ଭୁବନେଶ୍ଵର: କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପୂଜା ଋତୁ…

ମହିଳାଙ୍କୁ ସୁରକ୍ଷା ନ ଦେଇପାରିଲେ ଗାଦି…

ଭୁବନେଶ୍ୱର: ରାଜ୍ୟରେ ନାବାଳିକା ଓ ମହିଳାମାନେ ସଂପୂର୍ଣ୍ଣଭାବେ ଅସୁରକ୍ଷିତ। ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କୁ ଅଶାଳୀନ ବ୍ୟବହାର ବଳି ଅପରାଧରେ ଦେଶରେ ଓଡିଶା ଏକ ନମ୍ବର ବୋଲି ଏନସିଆରବି…

୪୦% ଗ୍ରାହକ ବଜାର ଅଂଶ ସହିତ ଜିଓ…

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨.୧୫ ଲକ୍ଷ ନୂଆ ଗ୍ରାହକ ଯୋଗ କରିବା ସହିତ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଏକ ନମ୍ବର…

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,…

ଭୁବନେଶ୍ୱର: ଭୁବନେଶ୍ୱର ଫାୟାର ଷ୍ଟେସନ ଓଭର ବ୍ରିଜ୍‌ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଛିଡା ହୋଇଥିବା ଏକ ଟ୍ରେଲର ପଛରେ ଧକ୍କା ଦେଇଛି ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ୧୬ରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ୨ଟି ଟ୍ରେଲର ଟ୍ରକ୍ ପଛକୁ ପଛ…

ରାଜଧାନୀରେ ପୁଣି ଚିହ୍ନଟ ହେଲେ ୨୬୭…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୩୪୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୭୭୫…

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ ୫୦୦ଜଣ, ନୂଆପଡ଼ା ୧୮୯ଜଣ, କଟକ ରୁ ୧୮୩ଜଣ, ବରଗଡ଼ ରୁ୧୪୮ଜଣ,…

ସମ୍ କୋଭିଡ ହସ୍ପିଟାଲରୁ ପୁଣି ସୁସ୍ଥ…

ଭୁବନେଶ୍ୱର: ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠ ମହିଳା ଏହି ମାରାତ୍ମକ ଭାଇରସ୍କୁ ପରାସ୍ତ କରିଛନ୍ତି । ଢେଙ୍କାନାଳର ୮୬ ବର୍ଷୀୟା ଶ୍ରୀମତି…

୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ…

ଗାଜିଆବାଦ: ୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ ଆଇଏଏସ୍ ଅଧିକାରୀ। ମ୍ୟାଟରନିଟି ଲିଭ୍ ସତ୍ତ୍ୱେ କାମରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୌମ୍ୟା ପାଣ୍ଡେ। ଆଇଏଏସ୍ ଅଫିସରଙ୍କ ଏଭଳି କର୍ତ୍ବ୍ୟପରାୟଣତାକୁ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। କୋଭିଡ-୧୯ର ସଙ୍କଟ ସମୟରେ ବହୁ ପୁଲିସ୍‌ ପ୍ରଶାସନ ସ୍ୱାସ୍ଥ୍ୟକର୍ମୀ,…

ସେପ୍ଟେମ୍ବରରେ ୪ଜି ଡାଉନଲୋଡ୍ ସ୍ପିଡ୍…

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ସେପ୍ଟେମ୍ବର ୨୦୨୦ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଟାର୍ଟରେ ରିଲାଏନ୍ସ ଜିଓ ସବୁଠାରୁ ଆଗରେ ରହିଛି। ସେପ୍ଟେମ୍ବର ମାସରେ ଜିଓ ୧୯ ଦଶମିକ ୩ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶ…