Odisha Link
Bridging the Missing Links in Odisha
Daily Archives

October 14, 2020

ଆଗାମୀ ୭ଦିନ ଯାଏଁ ବଡ଼ ବର୍ଷା ନାହିଁ

ଭୁବନେଶ୍ୱର: ଅବପାତ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ରାରି ରହିଛି। ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ। ଏଥିସହ ଆଗାମୀ ୭ ଦିନ ଯାଏଁ ବଡ଼ ବର୍ଷାର ଏବଂ ବଡ ବନ୍ୟାର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ଦକ୍ଷିଣ ଉପକୂଳ ଓଡ଼ିଶାରେ ୫ଟି ଜିଲ୍ଲାରେ ବର୍ଷା…

ଭଦ୍ରକରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ

ଭଦ୍ରକ: ଭଦ୍ରକରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭଦ୍ରକ ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ ଳାଗିଛି। ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି। ଅବକାରୀ ବିଭାଗ ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ…

ଟ୍ବିନ୍ ସିଟିରେ ୩ଟା ଯାଏଁ ବର୍ଷା

ଭୁବନେଶ୍ୱର: ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା କାରଣରୁ ରାସ୍ତାଘାଟ ଭଲ ଦିଶିବନି। ତେଣୁ ଧୀରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଟ୍ରାଫିକ୍ ବି ଜାମ ହୋଇପାରେ। ତେଣୁ ଯଥା ସମ୍ଭବ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।…

କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି…

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା। ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରାଇମବ୍ରାଞ୍ଚ ଏଡିଜିପିଙ୍କୁ ଚିଠି ଲେଖିଲା ରାଜସ୍ୱ ବିଭାଗ। ଅନୁସୂଚିତଙ୍କ ଜମି ହଡପ ନେଇ ୩ଟି…

ବାୟୁସେନାର ୨ ବିମାନ ଦୁର୍ଘଟଣା, ୧୫ ମୃତ

କାବୁଲ: ବାୟୁସେନା ବିମାନ ଦୁର୍ଘଟଣା। ଗତକାଲି ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନବା ଜିଲ୍ଲାରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେଲିକପ୍ଟର ଯୋଗେ କମାଣ୍ଡୋମାନଙ୍କୁ ଗୋଟିଏ…

କଟକ: ବସ୍‌ଷ୍ଟାଣ୍ଡରୁ ଟେକି ନେଇ…

କଟକ: ପୁରୁଣା ସହର କଟକରେ ଲଜ୍ଜା। କଟକ ସହରର ଚାଉଳିଆଗଞ୍ଜ ଗତିରାଉତ ପାଟଣାରେ ଏକ ଜଙ୍ଗଲିଆ ଅଞ୍ଚଳରେ ଥିବା ଏକ ଘରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଜଣେ କୁକୁଡ଼ା ଦୋକାନୀ ଏବଂ ସହଯୋଗୀ ଯୁବକ ୨୨ ଦିନ କାଳ ଏକ ଘରେ ଅଟକ ରଖି ଗଣଦୁଷ୍କର୍ମ କରିଆସୁଥିଲେ। ଓଏମ୍‌ପି ବସ୍‌ଷ୍ଟାଣ୍ଡ ନିକଟରୁ…

ବଗଲା ଜମି ବିକ୍ରି ବିବାଦ: ବିଜେପିର…

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ମାମଲା। ଜମି ବିକ୍ରିକୁ ବିରୋଧ କରି ପୁରୀ ସହର ବିଜେପି ପକ୍ଷରୁ ୨୭ ଦିନ ଧାରଣା ଦିଆଯାଇଥିଲା। ଧାରଣାରେ ବସିବା ପରେ ଆଜି ଏକ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି ପୁରୀ ଜିଲ୍ଲା ବିଜେପି। ଏନେଇ ସିଂହଦ୍ୱାରଠାରୁ ପଦଯାତ୍ରା ଆରମ୍ଭ କରି ନବୀନ…

ଓଡ଼ିଶାର ଏହି ଦମ୍ପତିଙ୍କ ଅଭିନବ ବିବାହ,…

ଭୁବନେଶ୍ବର: ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ। ସମସ୍ତେ ଚାହିଁଥାଆନ୍ତି ତାଙ୍କ ବାହାଘର ବହୁ ଧୁମଧାମରେ ହେଉ। ବନ୍ଧୁ ସଂପର୍କୀୟଙ୍କ ମଧ୍ୟରେ ଓ ବଡ଼ ଭୋଜିର ଆୟୋଜନ ହେଉ। ହେଲେ ଓଡ଼ିଶାର ଏକ ଦମ୍ପତି ଅଭିନବ ବିବାହ କରି ଏବେ ଚର୍ଚ୍ଚାରେ। ସେ ବିବାହ କରି କିଛି ଭିନ୍ନ କରିଛନ୍ତି। ଉଭୟେ ବିବାହ କରିବା ସାରିବା…

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍। ନବରଙ୍ଗପୁର ଜିଲ୍ଲା ଆର୍‌ଏମ୍‌ସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।…

ଘୁଞ୍ଚିଲା ଦିଲୀପ୍ ରାୟଙ୍କ ଦଣ୍ଡ ଶୁଣାଣି

ଭୁବନେଶ୍ୱର: ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଆଜି ଦଣ୍ଡ ଶୁଣାଣି ହେବାର ଥିଲା। ମାତ୍ର କୋର୍ଟ ଦଣ୍ଡ ଶୁଣାଣିକୁ ଅକ୍ଟୋବର ୨୬କୁ ଘୁଞ୍ଚାଇଛନ୍ତି। ଅକ୍ଟୋବର ୨୬ ତାରଖ ଦିନ ଦିଲୀପ ରାୟଙ୍କ ସମେତ ଅନ୍ୟ ୩ ଦୋଷୀ ବି ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ…