Odisha Link
Bridging the Missing Links in Odisha
Daily Archives

October 24, 2020

ପୁରୀର ବିକାଶ କାର୍ଯ୍ୟର ସମୀକ୍ଷା କଲେ…

ଭୁବନେଶ୍ବର: ପୁରୀ ସହରକୁ ହେରିଟେଜ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ରାଜ୍ୟ ସରକାରଙ୍କର ଫୋକସ୍‌ରେ ପୁରୀର ବିକାଶ। ଏଥିପାଇଁ ଆଜି ଅପରାହ୍ନରେ ପୁରୀ ଗସ୍ତ କରିଥିଲେ ୫'ଟି' ସଚିବ ଭି କେ ପାଣ୍ଡିଆନ୍। ପୁରୀ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା…

କରୋନା: ରାଜଧାନୀରେ ଆଜି ୧୮୨ ଚିହ୍ନଟ

ଭୁବନେଶ୍ୱର:ଦୀର୍ଘ ସାତ ମାସ ପରେ କରୋନା ସଂକ୍ରମଣ କମୁଛି। ଆଜି ଭୁବନେଶ୍ୱରରେ ୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୩୮ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସେହିପରି ଆଜି ବିଏମ୍‌ସିରେ…

ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ: ପୀଡ଼ିତା…

ରାଉରକେଲା: ବୀରମିତ୍ରପୁରର ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ ଖବରକୁ ନେଇ ଚର୍ଚ୍ଚିତ ସଂପୃକ୍ତ ନାବାଳିକାଙ୍କର ପତ୍ତା ମିଳୁନାହିଁ । ସେ ରାଉରକେଲା ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରୁ ନିଖୋଜ ହୋଇଯାଇଛନ୍ତି। ଏ ନେଇ ଛେଣ୍ଡ ଥାନାରେ ମାମଲା ରୁଜୁ ହୋଇଛି । ତେବେ…

ବିଜେଡ଼ିକୁ ଜିତାଇବାର ମଙ୍ଗ ଧରିଛନ୍ତି…

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡ଼ି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାବେଳେ ଏବେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା କାର୍ଯ୍ୟରେ ଲାଗିପଡିଛନ୍ତି। ଖୋଦ ସଦର ବ୍ଲକ ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ…

ଉପନିର୍ବାଚନ: ଆଜି ବାଲେଶ୍ୱରରେ ପ୍ରଚାର…

ବାଲେଶ୍ବର: ଆଜି ବାଲେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱରରେ ପ୍ରାର୍ଥୀ ମାନସ ଦତଙ୍କ ପାଇଁ ପ୍ରଚାର କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତିା ରୁପସା ଦଲଦଲି ପଡ଼ିଆରେ ଜନସଭାକୁ ସଂବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା କଟକଣା ଭିତରେ…

କରୋନା: ରାଜ୍ୟରେ ଆଖି ବୁଜିଲେ ୧୫…

ଭୁବନେଶ୍ୱର: ରାଜ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ରାଜ୍ୟରେ କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୨୯ରେ ପହଞ୍ଚିଛି। ୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ମୟୁରଭଞ୍ଜ,…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୬୯୫…

ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ରାଜ୍ୟରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

କରୋନା: ଦେଶରେ ଚିହ୍ନଟ ୫୩୩୭୦; ମୋଟ…

ନୂଆଦିଲ୍ଲୀ: ଦୀର୍ଘ ୭ ମାସ ହେବ ଦେଶରେ କାରନା ସଂଖ୍ୟା ବଢ଼ୁ ଥିବା ବେଳେ ଏବେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୩,୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ରେ ପହଞ୍ଚିଛି। …

ଦୂର୍ଗାପୂଜା: ଆଜି ମଣ୍ଡପରେ ମହାଷ୍ଟମୀ…

ଭୁବନେଶ୍ବର: ଆଜି ପୀଠରେ ମାଆଙ୍କ ନବମୀ ହୋଇଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ମହାଷ୍ଟମୀ ପାଳନ କରାଯାଉଛି। ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ଲାଗୁଛି। ଭଳିକିଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ। କଟକଣା ପଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି।…