Odisha Link
Bridging the Missing Links in Odisha
Daily Archives

October 27, 2020

କରୋନା: କଟକ ସହରରୁ୬୧ ଜଣ ପଜିଟିଭ…

କଟକ: ଦୀର୍ଘ ୭ ସାତ ମାସ ପରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି କଟକ ସହରରୁ ମୋଟ ୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗୋରୋଧରୁ ୧୫ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬ଜଣ ଅଛନ୍ତି। ଏହା ସହ ଆଜି ୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ…

ବରିଷ୍ଠ ଆଇଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ପରାଗ ଗୁପ୍ତାଙ୍କୁ ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୯୮୮ ବ୍ୟାଚର ଗୁପ୍ତା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ଏଥିସହିତ ଇସ୍ପାତ ଓ ଖଣି ସଚିବ…

ଶ୍ରୀମନ୍ଦିର ଦ୍ୱାରରେ ରୁପା ଛାଉଣି ନେଇ…

ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ଦ୍ୱାରର ରୁପା ଛାଉଣି ପ୍ରସଙ୍ଗକୁ ନେଇ ପୁରୀରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ନୀଳାଚଳ ଭକ୍ତ ନିବାସରେ ବସିଛି। ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୈଠକରେ ଯୋଗ ଦେଇଛନ୍ତି। ଏଥି ସହିତ ବୈଠକରେ ବିଭିନ୍ନ ନିଯୋଗର ପ୍ରତିନିଧି ମଧ୍ୟ ସାମିଲ…

ମୁମ୍ବାଇରେ ବଡ଼ ଆତଙ୍କବାଦୀ ଆକ୍ରମଣ…

ମୁମ୍ବାଇ: ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ରାଜ୍ୟର ଗୁଇନ୍ଦା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ…

କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେଙ୍କୁ…

ମୁମ୍ବାଇ: ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେଙ୍କୁ କରୋନା। ଏନେଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି। ରାମଦାସ ଅଠାବଲେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ,…

ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଛି

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ହାର କରୋନା ହ୍ରାସ ପାଇ ୧.୫ ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୪୮୦ ଜଣ…

କରୋନା: ରାଜଧାନୀରୁ ୮୮ କରୋନା ପଜିଟିଭ୍…

ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୮ ଜଣ କରୋନା ପଜିଟିଭ୍। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୮୨ରେ ପହଞ୍ଚିଛି ।ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭ ଜଣ ରହିଥିବା ବେଳେ ୭୧ ଜଣ…

ନଭେମ୍ବର ୩୦ ଯାଏଁ ଅନ୍‌ଲକ୍‌ ଗାଇଡଲାଇନ…

ନୂଆଦିଲ୍ଲୀ: ନଭେମ୍ବର ଯାଏଁ ବଢ଼ିଲା ଅନ୍‌ଲକ୍‌ ଗାଇଡଲାଇନ। ଗତ ମାସରେ ଅନଲକ୍ ୫ ନିର୍ଦ୍ଦେଶାବଳୀ ଅନୁସାରେ ସିନେମା ହଲ୍, କ୍ରୀଡା ତାଲିମ ପାଇଁ ସୁଇମିଂ ପୁଲ୍ ଏବଂ ପ୍ରତିବନ୍ଧକ ସହିତ ସମାବେଶ ଖୋଲିବାକୁ ଅନୁମତି ମିଳିଥିଲା ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାବଳୀକୁ ନଭେମ୍ବର ୩୦ ପର୍ଯ୍ୟନ୍ତ…

ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା:…

ଅନୁଗୁଳ: ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆଉ ଜଣଙ୍କର ଜୀବନ ଚାଲିଯାଇଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ପ୍ରମୋଦ ସାହୁ। ସେ ଅନୁଗୁଳ…

ଉପନିର୍ବାଚନ: କେନ୍ଦ୍ରମନ୍ତ୍ରୀଙ୍କୁ…

ବାଲେଶ୍ବର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚ ଆସନ୍ତା ନଭେମ୍ବର ୩ ତାରିଖରେ ହେବ। ସମୟ ଯେତେ ପାଖଉଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଷୁମ ହେଉଛି ଉପନିର୍ବାଚନ। ଏହାରି ଭିତରେ ବାଲେଶ୍ୱର ସଦର ଉପନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ…