Odisha Link
Bridging the Missing Links in Odisha
Daily Archives

October 29, 2020

ରାଜ୍ୟରେ ଆଉ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ପରଲୋକରେ ଗୁଜୁରାଟର ପୂର୍ବତନ…

ଅହମଦାବାଦ: ପରଲୋକରେ ବରିଷ୍ଠ ରାଜନେତା ତଥା ଗୁଜାରଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ। ଗୁରୁବାର ସକାଳେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ମେଡିକାଲରେ ଚିକିତ୍ସିତ ହେବା ସମୟରେ ତାଙ୍କର ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ…

ରାଜ୍ୟରେ କରୋନା: ୧୬୧୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ…

ଦେଶରେ କରୋନା: ୮୦ ଲକ୍ଷ ଟପିଲା ପଜିଟିଭ…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୯ ହଜାର ୮୮୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ବିନା ଷ୍ଟପେଜରେ ୨୪୦ କି.ମି ଚାଲିଲା…

ଭୋପାଳ: ଅପହୃତ ପିଲାକୁ ବଞ୍ଚାଇବା ପାଇଁ ଭାରତୀୟ ରେଲଓ୍ବେ ପକ୍ଷରୁ ହୋଇଛି ଅଭିନବ ପ୍ରୟାସ। ଭାରତ ରେଲଓ୍ବେ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଟ୍ରେନ୍‌ ଲଗାତାର ୨୪୦ କିଲୋମିଟର ବିନା କୌଣସି ଷ୍ଟେସନରେ ନରହି ଚାଲିଥିଲା। ଶେଷରେ ଏକ ଅପହୃତ ଶିଶୁକୁ ସୁରକ୍ଷତି ଭାବରେ ଉଦ୍ଧାର କରିଛି ରେଲଓ୍ବ ପୋଲିସ୍। ଏକଥା…

ଉପନିର୍ବାଚନ: ଆଜି ବାଲେଶ୍ୱରରେ ଭର୍ଚୁଆଲ୍…

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ମାହମାରୀକୁ ଦୃଷ୍ଟିରେ ରଖି ନବୀନ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିବେ। ଭର୍ଚୁଆଲ ପ୍ରଚାର ପାଇଁ…

ପାକିସ୍ତାନ ମାନଚିତ୍ରରୁ ହଟିଲା ପିଓକେ,…

ଲଣ୍ଡନ: ଭାରତର ପଡ଼ୋଶୀ ରାଷ୍ଟ୍ର ତଥା ଆତଙ୍କବାଦୀଙ୍କ ଘର ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା। ଦୀପାବଳି ପୂର୍ବରୁ ଭାରତକୁ ଉପହାର ଦେଇଛି ସାଉଦି ଆରବ। ପାକ୍ ଅଧିକୃତ କଶ୍ମୀର ଓ ଗିଲଗିଟ୍ ବାଲଟିସ୍ତାନ୍ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି ହେଉଥିବା ବେଳେ ଆରବ ପକ୍ଷରୁ ପ୍ରସ୍ତୁତ ନୂଆ ବିଶ୍ୱ…

ଟୁଇଟରକୁ ଭାରତ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଲଦାଖ ଚୀନର ଅଂଶବିଶେଷ ବୋଲି ଟ୍ୱିଟର ଲୋକେସନ ସେଟିଂରେ ଦର୍ଶାଯିବା ପରେ ଟୁଇଟରକୁ ଭାରତ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଯୁକ୍ତ ସଂସଦୀୟ କମିଟି ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିବା ଜଣାପଡିଛି। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି ତୀବ୍ର ପ୍ରତିକ୍ରିୟା…

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ଷଷ୍ଠ ଆଇଆରବି ଇଣ୍ଡିଆନ ରିଜର୍ଭ ବାଟାଲିଅନ ନାଲିପଡା ଅର୍ଜୁନପୁର କ୍ୟାମ୍ପସ ମଧ୍ୟରେ ଗଛରୁ ଆଇଆରବି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ସୁବ୍ରତ ରାଉତ। ଏନେଇ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ…

ଉପ ନିର୍ବାଚନ: ମୁଖ୍ୟ ନିର୍ବାଚନ…

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟର ୨ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ସୁଶୀଲ ଲୋହାନୀ ବାଲେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗସ୍ତ କରିବା ସହିତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସମୀକ୍ଷା ବୈଠକ…