ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ ଆଉ କରୋନା ଆକ୍ରାନ୍ତଙ୍କ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Regret to inform the demise of eleven #COVID19 positive patients while under treatment in hospitals.
1. A 55-year-old male of Angul district who was also suffering from Diabetes Mellitus.
2. A 40-year-old female of Bhubaneswar.
3. A 66-year-old male of Bhubaneswar.— H & FW Dept Odisha (@HFWOdisha) October 30, 2020
Comments are closed.