Odisha Link
Bridging the Missing Links in Odisha
Daily Archives

October 30, 2020

ବିରଜା ମହାପାତ୍ରଙ୍କ ଉପନ୍ୟାସ…

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ବିଶିଷ୍ଟ ଲେଖକ ବିରଜା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ସାରିଆ ନାନୀ' ଓଡ଼ିଆ ଅନ୍ତରଙ୍ଗ ପଣର ନିଛକ ପ୍ରତିଛବି ଓ ଏହା ନିଶ୍ଚୟ ଏକ ପୁରସ୍କାର ଉପଯୋଗୀ ପୁସ୍ତକ ବୋଲି ଏହାର ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ…

କରୋନା: ନଭେମ୍ବରରେ ବି ଶନିବାର ବନ୍ଦ…

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଏହା ସହିତ କଟକ ଓ ଭୁବନେଶ୍ୱରରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ପରିଚାଳନା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ନଭେମ୍ବର ମାସର ସବୁ…

କରୋନା: ଆଜି ସୁସ୍ଥ ହେଲେ ୧୮୦୦ ସଂକ୍ରମିତ

ଭୁବନେଶ୍ଵର: ଦୀର୍ଘ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୩, ୮୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର…

ବିଜେପିକୁ ଜିତାଇ ପ୍ରଧାନମନ୍ତ୍ରୀଙ୍କ…

ଭୁବନେଶ୍ୱର: କରୋନା ସମୟରେ ମୋଦୀ ସରକାର ଓଡିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ତନ୍ମଧ୍ୟରୁ କେବଳ ଜଗତସିଂହପୁର ଜିଲା ପାଇଁ ୭୦୮.୩୨ କୋଟିର ସହାୟତା ପ୍ୟାକେଜ୍‍ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜଗତସିଂହପୁର ଜିଲାରେ ବିଭିନ୍ନ…

ତୁର୍କୀ ଓ ଗ୍ରୀସ୍‌ରେ ଭୂମିକମ୍ପ

ଇସ୍ତାନବୁଲ: ତୁର୍କୀରେ ଓ ଗ୍ରୀସ୍‌ରେ ଭୟଙ୍କର ଭୂମିକମ୍ପ ଘଟିଛି। ଏହି ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀ ବ୍ୟତିତ ଗ୍ରୀସରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୬.୬ ରହିଥିଲା ବୋଲି ବିପର୍ଯ୍ୟୟ ପରିଚାଳନା…

ଫେସବୁକରୁ ଫେକ୍ ପ୍ରେମ ତା’ପରେ ଚିଟିଂ:…

ଭୁବନେଶ୍ୱର: ଅନଲାଇନ୍‌ ପ୍ରେମ ଭାରି ମାରତ୍ମକ। ପ୍ରଥମେ ଫେସବୁକ୍‌ରେ ଚାଟିଂ, ପୁଣି ଫେସ୍‌ ଟୁ ଫେସ୍‌ ମଜାମସ୍ତି ଆଉ ତା’ପରେ ଆରମ୍ଭ ହୋଇଯାଉଛି ବ୍ଲାକ୍‌ମେଲ୍‌ର ଖେଳ। ଏମିତି ପ୍ରେମ ଜାଲରେ ଲୋକଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ବ୍ଲାକମେଲ୍‌ କରୁଛନ୍ତି ଯୁବତୀ। ୫୦ଲକ୍ଷ ଟଙ୍କା ନଦେଲେ ଥାନାରେ…

ବାରହା ମାଂସ ସହ ଶିକାରୀ ଗିରଫ

ଢ଼େଙ୍କନାଳ: ବାରହା ମାଂସ ସହ ଶିକାରୀ ଗିରଫ। ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରିଚାଲିଥିଲେ ଅଭିଯୁକ୍ତ। ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ନିଜେ ଆଇନ୍‌ ଜାଲରେ ଛନ୍ଦି ହୋଇଗଲେ। ଏପରି ଜଣେ ବାରହା ଶିକାରୀକୁ କାବୁ କରିଛି ବନ ବିଭାଗ। ଢେଙ୍କାନାଳ…

ମହିଳା ରେଳଯାତ୍ରୀଙ୍କ ପାଇଁ ‘ମେରି…

ନୂଆଦିଲ୍ଲୀ: ମହିଳା ରେଳଯାତୀଙ୍କ ପାଇଁ ଖୁସି ଖବର। ଏଣିକି ମହିଳାମାନଙ୍କ ରେଳଯାତ୍ର ସମୟେ କୌଣସି ବାଧା ସୃଷ୍ଟି ହେବ ନାହିଁ। ମହିଳା ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଶର ସମସ୍ତ ଜୋନରେ ରେଳବାଇ ପକ୍ଷରୁ ‘ମେରି ସହେଲି’ ନାମକ ଏକ ପଦକ୍ଷେପର ଶୁଭାରମ୍ଭ କରାଯାଇଛି। ମହିଳା ଯାତ୍ରୀ ମାନେ କିଭଳି ସୁରକ୍ଷିତ…

ଉପନିର୍ବାଚନ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ। ଏଥିପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗଡ଼ିକ ଛୁଟି ରହିବ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି…

ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ…

ଭୁବନେଶ୍ବର: ଚଳିତ ବର୍ଷ ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁଜିରେ ମୋଟ ପାସ୍‌ହାର ୯୨.୬୬% ହୋଇଥିବାବେଳେ ପିଜିରେ ପାସ୍‌ହାର ୮୯.୪୬% ରହିଛି ଏବଂ ବିଏଡ୍‌ରେ ପାସ୍‌ହାର ୧୦୦% ହୋଇଛି । ୟୁଜି ଓ ପିଜି ଫାଇନାଲ୍‌ ସେମିଷ୍ଟାର ଏବଂ ବିଏଡ୍‌ ପରୀକ୍ଷାଫଳ…