Odisha Link
Bridging the Missing Links in Odisha
Daily Archives

October 30, 2020

ଫେଲ୍‌ ମାରିଲା ଲୁଟ୍ ଉଦ୍ୟମ, ଜଣେ ଅଟକ

ବଲାଙ୍ଗିର: ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର ବୁଧବାର ରାତି ସାଢେ ୧୨ଟା ବେଳେ ବଲାଙ୍ଗିରରୁ ନିଜ ଗାଁ ସାଲେଭଟାକୁ କାରରେ ଜାତୀୟ ରାଜପଥ-୨୬ରେ ଫେରୁଥିଲେ। ଗାନ୍ଧୀନଗର ପଡ଼ା ମାଧିଆପାଲି ମଝିରେ ୪ଜଣ ଯୁବକ ରାସ୍ତା କଡରୁ ଆସି ଅଚାନକ ତାଙ୍କ କାର୍ ସାମ୍ନାକୁ ଚାଲି ଆସିଥିଲେ। ସେମାନେ…

କରୋନା: ରାଜଧାନୀରୁ ଆଉ ୮୭ ଆକ୍ରାନ୍ତ…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନ ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଚିହ୍ନଟ ଆଉ ୮୭ ଜଣ କରୋନା ପଜିଟିଭ୍। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୭୨ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୯ ଜଣ ରହିଥିବା ବେଳେ ୬୮ ଜଣ ହେଉଛନ୍ତି ସ୍ଥାନୀୟ…

ବାଲେଶ୍ବର ଉପନିର୍ବାଚନ ପାଇଁ ମୁତୟନ ହେବେ…

ଭୁବନେଶ୍ବର: ଅସନ୍ତା ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବାଲେଶ୍ବର ଉପନିର୍ବାଚନ ନେଇ ପୁଲିସ ମହାନିର୍ଦେଶକ ଅକ୍ଷୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମ…

କରୋନା: ଭୁବନେଶ୍ବରରେ ୫୦% ଲୋକଙ୍କ ଦେହରେ…

ଭୁବନେଶ୍ବର: ଆଜି ଆରଏମଆସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ପରେ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ହେଲାଣି ଆଣ୍ଟିବଡ଼ି। ସର୍ଭେ ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି କରୋନା। କରୋନା ସଂସ୍ପର୍ଶରେ ଆସିବା ପରେ ଦେହରେ ବିକଶିତ…

କାର୍ତ୍ତିକରେ ଭକ୍ତଙ୍କୁ ମିଳିବ…

ପୁରୀ: ମହାମାରୀ କରୋନା କାରଣରୁ ଦୀର୍ଘ ସାତ ମାସ ହେବ ଭକ୍ତ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି। କିନ୍ତୁ ଏହି ଧର୍ମ ମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ। କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ।…

କରୋନା: ଶୀତରେ ବଢ଼ିବ ସଂକ୍ରମଣ!

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ କରୋନା ସଂକ୍ରମଣ କମିଥିବା ବେଳେ ଶୀତରେ କରୋନା ବଢିବାର ସମ୍ଭାବନା ରହିଛି। ଶୀତ, ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି । ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି। ରାଜ୍ୟରେ ଦୈନିକ ୧୫୦୦ ସଂକ୍ରମିତଙ୍କ ସଂଖ୍ୟା ରହୁଛି।…

ବାୟୁସେନାରେ ପ୍ରଥମ ମହିଳା ଓ୍ବିଗ୍…

ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ ସେନାରେ ଦିନକୁ ଦିନ ନୂଆ ସୁଯୋଗ ଦିଆଯାଉଛି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ବର୍ଣ୍ଣାଳୀ ଗୋଗଇ। ଆସାମର ଭାରତୀୟ ବାୟୁସେନାରେ ବର୍ଣ୍ଣାଳୀ ଗୋଗାଇ ନୂଆ ଇତିହାସ ରଚିଛନ୍ତି। ଅର୍ଥାତ ବଣ୍ଣାଳୀ ଗୋଗଇ ଆସାମର ପ୍ରଥମ ଭାରତୀୟ ବାୟୁସେନାର ମହିଳା ଓ୍ବିଗ୍ କମାଣ୍ଡର ହୋଇଛନ୍ତି।…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଜା-ନାତିଙ୍କ…

ଆନନ୍ଦପୁର: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଅଜା-ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଟି ବରପଦା ଓଭରବ୍ରିଜ ସର୍ଭିସ୍ ରୋଡରେ ଘଟିଛି। ମୃତକ ହେଲେ କିର୍ତ୍ତନ ନାଥ ଏବଂ କେଶବ ନାଥ। ସୂଚନା ଅନୁସାରେ, ଯିବା ସମୟରେ ଅଜା-ନାତିଙ୍କୁ ଟ୍ରକ ଧକ୍କା​‌ ଦେଇଥିଲା। ଟ୍ରକ…

ସାମ୍ବାଦିକ ଭୂମିକାରେ ନଜର ଆସିବେ କିଙ୍ଗ…

ମୁମ୍ବାଇ: ବଲିଉଡ଼ ସୁପର ଷ୍ଟାର ଶାହରୁଖ ଖାନ୍‍ ଖୁବ ଶୀଘ୍ର ସିନେ ପରଦାରେ ନଜର ଆସିବେ। ତାଙ୍କ ପରବର୍ତ୍ତୀ ସିନେମାରେ ଟିଭି ସାମ୍ବାଦିକ ଭୂମିକାରେ ନଜର ଆସିବେ। ପ୍ରଥମ କରି ଏହିଟିକୁ ସିନେମାଟିକୁ ନିର୍ଦ୍ଦେଶନା ଦେବେ ଅଭିନେତା ଆର ମାଧବନ। ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର…

ସଇତାନ୍‌ ବାପା: ୪ବର୍ଷର ଝିଅକୁ ହତ୍ୟା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଅଭାବନୀୟ ଘଟଣା। ବାପା ସାଜିଲା ସଇତାନ୍‌। ନିଜ ଝିଅକୁ ତଣ୍ଟି ଚିପି ଚତ୍ୟା କରିଛି। ଗାଜିଆବାଦ ଖୋଡାରେ ରହୁଥିବା ଜଣେ ଅଟୋଚାଳକ ତା’ ଚାରି ବର୍ଷ ଝିଅକୁ ହତ୍ୟା କରିଛି। ଏହା ସହ ଝିଅର ମୃତ ଦେହକୁ ଧରି ଅଟୋ​ରେ ବୁଲିଛି। ଘଟଣା ବାବଦରେ ଅଭିଯୁକ୍ତର ଭାଇ…