Odisha Link
Bridging the Missing Links in Odisha
Daily Archives

November 1, 2020

ବାଲେଶ୍ବରରେ କଂଗ୍ରେସ୍‌ର ଉର୍ଦ୍ଦୁ…

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଥିବା ବେଳେ ଦୁଇଦିନ ପରେ ଏଠାରେ ମତଦାନ ହେବ। ତେବେ ଆଧୁନିକ ଓଡ଼ିଆ ସାହିତ୍ୟର ବ୍ୟାସ ଭାବେ ପରିଚିତ ଫକୀରମୋହନ ସେନାପତିଙ୍କ ଜନ୍ମ ଓ କର୍ମ ଭୂମି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ଏନ୍ତୁଡ଼ିଶାଳ ବାଲେଶ୍ବର ମାଟିରେ ଅଣଓଡ଼ିଆ…

ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ…

ଭୁବନେଶ୍ୱର: ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନମଣ୍ଡଳୀ ବାହାରୁ ଆସିଥିବା ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଉଭୟ ନିର୍ବାଚନମଣ୍ଡଳୀରେ ଶାସକ ଦଳର ତୁଙ୍ଗ ନେତାମାନେ ସରକାରୀ କଳକୁ ଅପବ୍ୟବହାର କରିବା ସହ ପୋଲିସ ଓ…

ସରିଲା ଉପ ନିର୍ବାଚନ ପ୍ରଚାର, ୩ରେ ହେବ…

ଭୁବନେଶ୍ବର: ଆଉ ମାତ୍ର ଦିନକ ପରେ ବାଲେଶ୍ୱର- ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ। କରୋନା କଟକଣା ଭିତରେ ଓଡ଼ିଶାରେ ଉପ ନିର୍ବାଚନ ହେବ। ଆସନ୍ତା ୩ ତାରିଖ ଦିନ ଉଭୟ ଆସନ ପାଇଁ ଭୋଟ ପଡୁଥିବାରୁ ଏଥିପାଇଁ ଜୋରଦାର କସରତ କରିଛନ୍ତି ସମସ୍ତ ଦଳ। ଆଉ ୟାରି ଭିତରେ ଆଜି ସରି ଯାଇଛି ସମସ୍ତ ପ୍ରସ୍ତୁତି, ସମସ୍ତ…

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କ୍ଲିନିକ

ଭୁବନେଶ୍ବର: କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡ଼ିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକ ଅପ କରିବା ପାଇଁ ଆସୁଛନ୍ତି। ଏହି ରୋଗୀମାନେ କୋଭିଡ ହସପିଟାଲରୁ ବାହାରିବାର…

ପୁଣି କ୍ରିକେଟ ମଇଦାନକୁ ଫେରିବେ ଇରଫାନ୍

ନୂଆଦିଲ୍ଲୀ: ପୁଣି ଥରେ କ୍ରିକେଟ ମଇଦାନକୁ ଓହ୍ଲାଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଇରଫାନ୍‌ ପଠାନ। ଏଥର ସୁଇଙ୍ଗ୍‌ ବୋଲରଙ୍କ ବୋଲିଂ ଦେଖିବାକୁ ପାଇବେ କ୍ରିକେଟ ପ୍ରମେୀ। ଇରଫାନ୍‌ ପଠାନ୍‌ ଲଙ୍କା ପ୍ରିମିୟର ଲିଗ୍‌ରେ କ୍ୟାଣ୍ଡି ଟସ୍କର୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି।…

ଧାର୍ମିକ ଅନୁଷ୍ଠାନ ଖୋଲାଯାଉ:…

ଭୁବନେଶ୍ୱର: ଚଳିତ ବର୍ଷ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟବିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

ବାଲିଗୁଡ଼ାରେ ପୁଲିସକୁ ଆକ୍ରମଣ

ବାଲିଗୁଡ଼ା: ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ ଉପରେ ଆକ୍ରମଣ ହୋଇଛି। ଏଥିରେ ଆଇଆଇସିଙ୍କ ସମେତ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳର। ଗତକାଲି ରାତିରେ ବ୍ରାହ୍ମଣୀଗାଁ ରେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ ରଞ୍ଜିତ କୁମାର…

ନିର୍ବାଚନ ପ୍ରଚାର ବେଳେ ବାଉଳା ହେଲେ…

ଭୋପାଲ: ଉପ ନିର୍ବାଚନ ପ୍ରଚାର ବେଳେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ବାଉଳା ହୋଇଯାଇଛନ୍ତି। ମଧ୍ୟ ପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇ ସିନ୍ଧିଆ ହାତ ଚିହ୍ନରେ ବଟନ ଚାପି କଂଗ୍ରେସକୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ କରିଦେଲେ। ତୁରନ୍ତ ସେ ନିଜ ଭୁଲ ଜାଣିପାରିଲେ ଓ…

କନ୍ଧମାଳ ଗସ୍ତରେ ପୁଲିସ୍ ଡିଜି ଅଭୟ

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଅଭୟ। ପୁଲିସ୍ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିର ନକ୍ସଲ୍ ବିରୋଧୀ ଶିବିରର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସୈନିକ ସମ୍ମିଳନୀରେ ଯ‌ୋଗ ଦେବା ସହ ଜିଲ୍ଲାରେ ନକ୍ସଲ୍…

ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ, ୨…

ଭଦ୍ରକ: ବୁସୁଦେବପୁର ପୁଲିସ ନକଲି ଟଙ୍କା କାରବାରରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡ଼କୁଳ ଗ୍ରାମର ପ୍ରିୟ ରଞ୍ଜନ ନାୟକ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଥାନା ଆନ୍ତର୍ଗତ ସ୍ୟାମସୁନ୍ଦର ଗ୍ରାମର ବିଜୟ କୁମାର…