Odisha Link
Bridging the Missing Links in Odisha
Daily Archives

November 15, 2020

ମହାନଦୀକୁ ଖସି ପଡ଼ିଲେ ଅମ୍ଳାନଙ୍କ ପତ୍ନୀ

କଟକ: ମହାନଦୀକୁ ଖସିପଡ଼ିଲେ ଅମ୍ଳାନଙ୍କ ପତ୍ନୀ। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି। କଟକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ତାଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ସେନେଇ ପୋଲିସ୍…

ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ…

ମୁମ୍ବାଇ: ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ ସୌମିତ୍ର ଚାଟାର୍ଜୀଙ୍କ ଆଜି କୋଲକାତାର ଏକ ନର୍ସିଂହୋମରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସୌମିତ୍ର ଗତମାସ ୬ରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।…

୨୬ରେ ଦେଶବ୍ୟାପି ଶ୍ରମିକ ଧର୍ମଘଟ

ନାଲକୋନଗର: ଚଳିତ ମାସ ୨୬ ତାରିଖରେ ଦେଶ ବ୍ୟାପି ଶ୍ରମିକ ଧର୍ମଘଟ ହେବ। ଏହା କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧୀ ନୀତିକୁ ବିରୋଧରେ ଏହି ଧର୍ମଘଟ ଅନୁଷ୍ଠିତ ହେବ। ଏହାକୁ ସଫଳ କରିବା ପାଇଁ ଆଜି ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ…

୧୮ରେ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବୈଠକଟି ସକାଳ ୧୧ଟାରେ ବସିବ। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ଏହି ବୈଠକରେ ଆଲୋଚନା ହେବ। ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା…

ସୁନ୍ଦରଗଡ଼ରେ ଏମସିଏଚ୍ କୋଠାରେ ଚାଲିଲା…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନସିୟୁ)କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ (ଏମସିଏଚ୍‌) କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି। ଶନିବାର ଦିନ ଏହି ନୂଆ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ…

କାର୍- ଅଟୋ ମୁହାଁମୁହିଁ ଧକ୍କା, ୫…

ରାଉରକେଲା : କାର୍ -ଅଟୋ ମୁଁହାମୁହିଁ ଧକ୍କାରେ ପାଞ୍ଚଜଣ ଯାତ୍ରୀ ଗୁରୁତର ଓ ଦୁଇ ଯାତ୍ରୀ ଆହତ ହୋଇଛନ୍ତି ।  ଏହି ଦୁର୍ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପୁଟୁରୀଖମନ ନିକଟରେ ଘଟିଛି। କାର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହିତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଘରୁ ମା’ ଝିଅଙ୍କ ମୃତ ଦେହ ଉଦ୍ଧାର

ରାୟଗଡ଼ା: ରାୟଗଡା ଜିଲ୍ଲା ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ମା' ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କର ମୃତ୍ୟୁ ହୋଇଥିବା…

ଦୀପାବଳି ସରିଲା, ସାଙ୍ଘାତିକ ହେଲା…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଥିଲା। ଏହିକ୍ରମରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ବାଣ ଫୁଟାଇବା ଓ ବିକ୍ରିକୁ ବ୍ୟାନ୍ କରାଯାଇଥିଲା। ହେଲେ ଶନିବାର ଦୀପାବଳି ଅବସରରେ ରାଜଧାନୀ ଲୋକେ ଖୁବ୍ ବାଣ ଫୁଟାଇ ଏସବୁ କଟକଣାକୁ ଫୁ’ କରିଛନ୍ତି…

କଟକରୁ ପୁଣି ଜବତ ହେଲା ନକଲି ମସଲା…

କଟକ: ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ହବ୍ ପାଲଟିଛି କଟକ। କଟକରୁ ପୁଣି ଜବତ ହେଲା ଭେଜାଲ ମସଲା କାରଖାନା। ମାଲ୍‌ଗୋଦାମ ପରେ କମିଶନରେଟ୍‌ ପୁଲିସ ଜଗତପୁର ଅଞ୍ଚଳରେ ଭେଜାଲ ମସଲା କାରଖାନା ଉପରେ ଚଢ଼ଉ କରି ପ୍ରଚୁର ପରିମାଣର ଅପମିଶ୍ରିତ ମସଲା ଜବତ କରିଛ। ଏଥି ସହିତ କାରଖାନାକୁ ସିଲ କରାଯାଇଥିବା ବେଳେ…

ଦୁର୍ଘଟଣା: ଭାରସାମ୍ୟ ହରାଇ ଘର ଭିତରେ…

ଘଟଗାଁ: ସକାଳୁ ସକାଳୁ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା ୧୨ ଚକିଆ ଟ୍ରକ୍। ମିଳିଥିବା ସୂଚନା ମୁତାବିକ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଅପରପକ୍ଷେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର…