Odisha Link
Bridging the Missing Links in Odisha

କାର୍- ଅଟୋ ମୁହାଁମୁହିଁ ଧକ୍କା, ୫ ଗୁରୁତର

ରାଉରକେଲା : କାର୍ -ଅଟୋ ମୁଁହାମୁହିଁ ଧକ୍କାରେ ପାଞ୍ଚଜଣ ଯାତ୍ରୀ ଗୁରୁତର ଓ ଦୁଇ ଯାତ୍ରୀ ଆହତ ହୋଇଛନ୍ତି ।  ଏହି ଦୁର୍ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପୁଟୁରୀଖମନ ନିକଟରେ ଘଟିଛି। କାର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହିତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁତର ଆହତ ଯାତ୍ରୀମାନେ ହେଲେ ମୋହନ ଓରାମ, ରଙ୍ଗବତୀ ବଡାଇକ, ଗୁଡ଼ିଆ ବଡାଇକ, ଗୋପି ଲାଖୁଆ ଏବଂ ଜିତେନ୍ଦ୍ର ଲାଖୁଆ।

 

ଅନ୍ୟ ମାନଙ୍କ ପରିଚୟ ମିଳି ନାହିଁ।  କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Comments are closed.