Odisha Link
Bridging the Missing Links in Odisha

ମହାନଦୀକୁ ଖସି ପଡ଼ିଲେ ଅମ୍ଳାନଙ୍କ ପତ୍ନୀ

କଟକ: ମହାନଦୀକୁ ଖସିପଡ଼ିଲେ ଅମ୍ଳାନଙ୍କ ପତ୍ନୀ। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି। କଟକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ତାଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି।

ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ସେନେଇ ପୋଲିସ୍ ତଦନ୍ତ କରୁଛି। ତେବେ ଏନେଇ ଅମ୍ଲାନ କିମ୍ବା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।

Comments are closed.