Odisha Link
Bridging the Missing Links in Odisha
Daily Archives

November 24, 2020

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି…

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ନିଭାର'। ଭୀଷଣ ବାତ୍ୟାର ରୂପ ନେଉଛି ‘ନିଭାର୍‌’। ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି…

ଦେଶରେ ୩୭,୯୭୫ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥହାର କ୍ରମାଗତ ଭାବରେ ବଢି ଚାଲିଛି। ଗତ ୨୪ ଘଣ୍ଟାରେ ଆଉ ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଦେଶରେ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଥିବା…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର : ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। https://twitter.com/AprajitaSarangi/status/1328698634146222081 ସାଂସଦ…

ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା…

ଭୁବନେଶ୍ୱର: ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବ ‘ନିଭାର୍‌’। ତେବେ‘ନିଭାର୍‌’ ଭୀଷଣ ବାତ୍ୟାର ରୂପ ନେଉଛି। ଉପକୂଳ ଅତିକ୍ରମରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ…

ବିନିକାରେ ନାକେଦମ କଲେଣି ହାତୀପଲ

ସୁବର୍ଣ୍ଣପୁର : ଆଜି ବିନିକାର ଅନେକ ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ସୃଷ୍ଟି କରିଛନ୍ତି। ଅଞ୍ଚଳ ଗୁଡ଼ିକ ହେଲେ ଗଣେଶପୁର, କେଉଟପଡ଼ା, ଝରାପଡ଼ା। ହାତୀପଲ ଉପଦ୍ରବ ସୃଷ୍ଟି କରିବା ସହ ଶହ ଶହ ଏକର ଫସଲ ନଷ୍ଟ କରିବା ସହ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ସନ୍ଧ୍ୟା ହେବା ମାତ୍ରେ ହାତୀମାନେ ଗାଁ ମୁହାଁ…

କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ…

କଟକ: ବଡ଼ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଅକ୍ସିଜେନ ପାଇପ୍ ଲିକ୍ କାରଣରୁ କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ ହୋଇଛି। ସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ। ଲିକ୍ କାରଣରୁ ଅକ୍ସିଜେନ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି। ଗୁରୁତର ରୋଗୀଙ୍କୁ ଅନ୍ୟ ୱାର୍ଡକୁ…

ଓଡ଼ିଶା ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ…

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଆଜି ତିନିଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି। ସେ ଆଜି ଭୁବନେଶ୍ବରେ ପହଞ୍ଚିବା ସହିତ ଆସନ୍ତାକାଲି…

ଆଜି ସମୀକ୍ଷା ବୈଠକ କରିବେ…

ନୂଆଦିଲ୍ଲୀ: ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ବିଭିନ୍ନ ରାଜ୍ୟରେ କୋଭିଡ-୧୯ର ସ୍ଥିତି କିପରି ରହିଛି ସେନେଇ ଏହି ବୈଠକ ଅନୁଷ୍ଠିତ ହେବ। ସୁତ୍ରରୁ ସୂଚନା ମିଳିଛି ,ଏହି ବୈଠକରେ ଅରବିନ୍ଦ…

ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର…

ଭୁବନେଶ୍ୱର: ମହାମହିମ ରାଜ୍ୟପାଳ ତଥା କୁଳାଧିପତି ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର କିଶୋର ବାସା, ସବିତା ଆଚାର୍ଯ୍ୟ, ଅପରାଜିତା ଚୌଧୁରୀ, ଦୀନବନ୍ଧୁ ସାହୁ, ଏନ.ନାଗରାଜୁ ଏବଂ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଟ୍ୱିଟ୍ ଯୋଗେ…