Odisha Link
Bridging the Missing Links in Odisha
Daily Archives

November 25, 2020

ରାଜଧାନୀରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୪ ଶିଶୁ ଶ୍ରମିକ ଉଦ୍ଧାର। ଭୁବନେଶ୍ୱର ଚାଇଲ୍ଡଲାଇନ୍ ଏୟାରଫିଲ୍ଡ ପୋଲିସର ସହାୟତାରେ ପଳାଶପାଲିରେ ଥିବା ଏକ ପାଉଁରୁଟି ତିଆରି କାରଖାନାରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୪ ଜଣ ଗଞ୍ଜାମ ଜିଲ୍ଲାରୁ ବୋଲି ଜଣାପଡିଛି। ସେମାନଙ୍କ…

ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ…

ନୟାଗଡ଼: ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିଷ୍ପତ୍ତି ହୋଇଥିବା ଆଜି ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି। ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଏହି ମାମଲାରେ ଏଯାବତ ୩୪ ଜଣଙ୍କୁ…

ନାବାଳକ ଉପରେ ପୁଲିସର ଥାର୍ଡ ଡିଗ୍ରୀ

କେନ୍ଦୁଝର: ପୁଣି ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ପୁଲିସ ମାଡ ମାରି ଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ନିଜ ମା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।…

ଘୁଞ୍ଚିବ ଶିକ୍ଷା ବର୍ଷ: ଉଚ୍ଚଶିକ୍ଷା…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ ଓ ସ୍କୁଲ ବନ୍ଦ ରହିଛି। କଲେଜ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାରେ ମାସେ ବିଳମ୍ବ ହୋଇପାରେ ବୋଲି ଉଚ୍ଚଶିକ୍ଷା ସଚିବ ଶଶ୍ୱତ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଜି…

ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର: ପୁଣି ଏକ ବାଘ ଛାଲ ରାକେଟର ପର୍ଦ୍ଧାଫାସ। ବରଗଡ଼ରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ବାଘ ଛାଲ ସହ ବାଘ ଦାନ୍ତ ଓ ନଖ ମଧ୍ୟ ଜବତ କରିଛି। ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଛାଲ କେଉଁଠୁ ଆସିଲା ଓ କେଉଁଠାକୁ ପଠାଯାଉଥିଲା ସେନେଇ…

ଆପୋସ ବୁଝାମଣାରେ ସୀମା ଚିହ୍ନଟ କରାଯିବ:…

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ମନ୍ତ୍ରୀ କହିଛନ୍ତି ଆପୋସ ବୁଝାମଣାରେ ସୀମା ଚିହ୍ନଟ କରାଯିବ। ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, କୋରାପୁଟ ଜିଲ୍ଲା ଓ…

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ସାମୁଦ୍ରିକ ବାତ୍ୟା…

କଟକ ଲୁଟ୍‌ ମାମଲା, ଲେଡି ଅଫିସର୍ ମାଷ୍ଟର…

କଟକ: କଟକର ନୟାସଡ଼କସ୍ଥିତ IIFL ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣା ପଛରେ ଲେଡି ଅଫିସର୍ ମାଷ୍ଟର ମାଇଣ୍ଡ୍। ମାଷ୍ଟର୍ ମାଇଣ୍ଡ ଜଣେ ଲେଡି ଅଫିସର୍ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଲେଡି ଅଫିସର୍ ଜଣକ IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଥିବା କହିଛି ପୁଲସ୍।…

ଡମ୍ପର ଧକ୍କା ମୃତ୍ୟୁ ଘଟଣା, ମୃତକଙ୍କ…

ନୟାଗଡ଼: ନୟାଗଡ ଶରକୁଳରେ ହାଇଓ୍ୱା ଧକ୍କାରେ ୬ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୨ଲକ୍ଷ ଟଙ୍କା। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ।…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି। ବୋର୍ଡ ପରୀକ୍ଷା ପାଇଁ ଟାଇମ…