Odisha Link
Bridging the Missing Links in Odisha
Daily Archives

November 25, 2020

ମଉଳିଗଲା ସବୁ ଆଶା, ଚିର ନିଦ୍ରାରେ କାଳିଆ

ଭୁବନେଶ୍ବର: ଜବୀନ ଯୁଦ୍ଧରେ ହାରିଗଲେ କାଳିଆ। ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ଆଜିଠୁ କାଳିଆ ସବୁଦିନ ପାଇଁ ଚିରନିଦ୍ରାରେ। ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମଳିିଛି ।ଅପରପକ୍ଷେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବ କଥା ସୂଚନା…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି…

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ବୁଧବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା ପାଇଛି। ଗତବର୍ଷ ଏହି ର‌୍ୟାଙ୍କିଙ୍ଗ୍‌ରେ ସୋଆ…

ସୁନ୍ଦରଗଡ଼ରେ ଆରମ୍ଭ ହେଲା ବାଇକ୍…

ସୁନ୍ଦରଗଡ଼: ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ 'ସ୍ୱାସ୍ଥ୍ୟ ରକ୍ଷକ' ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଏହି ଆମ୍ବୁଲାନ୍ସ ସେବାକୁ…

“ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ…

ପୁରୀ: "ସେ ଥିଲେ ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ। ଓଡ଼ିଶା ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଥିଲେ ଗଜପତି କପିଳେନ୍ଦ୍ର ଦେବ। ଆଜକୁ ୬ ଶହ ବର୍ଷ ତଳେ ଓଡ଼ିଶା ମହାରାଜ୍ୟ ପ୍ରତିଷ୍ଠ କରିଥିବା ସୂର୍ଯ୍ୟବଂଶୀ ବୀର କପିଳେନ୍ଦ୍ର ସର୍ବେଶ୍ରେଷ୍ଠ ହିନ୍ଦୁ ରାଜା ଥିଲେ। ଅସଲ ଅର୍ଥରେ ସେ ହିଁ ଥିଳେ ଓଡ଼ିଶା ଓ ଓଡ଼ିଆଙ୍କ…

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ…

ଭୁବନେଶ୍ବର: ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ…

ସମ୍‌ରେ ଅତ୍ୟାଧୁନିକ ସେଣ୍ଟ୍ରାଲ ସ୍କିଲ୍…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଦିନ ଏକ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ ହୋଇଯାଇଛି। ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ନିମନ୍ତେ ଏହି…

ଗୋ ସେବା ଓ ସୁରକ୍ଷା ପ୍ରତ୍ୟେକ…

ପୁରୀ: ଭାରତୀୟ ସଂସ୍କୃତି ହେଉଛି ଗୋ ସଂସ୍କୃତି। ଗୋବଂଶଙ୍କ ସେବା ଓ ସୁରକ୍ଷା ପ୍ରତ୍ୟେକ ଭାରତୀୟଙ୍କ ମୌଳିକ କର୍ତ୍ତବ୍ଯ। ଭାରତୀୟ ଗ୍ରାମୀଣ ସଂସ୍କୃତି, ପାରମ୍ପରିକ ଚଳଣି ଏବଂ ଗୋଆଧାରିତ ଜୀବନ ସହିତ ଗବ୍ୟପଦାର୍ଥର ଅଧିକରୁ ଅଧିକ ବ୍ୟବହାର ଦ୍ୱାରା ଜୀବନ ସରସ, ସୁନ୍ଦର ତଥା ମନ ନିର୍ମଳ ହୋଇପାରିବ। ଗୋବର ଓ…

ଏଣିକି ମେଧାବୀ ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ବର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ)ରୁ ଯୁକ୍ତ ଦୁଇ ପାସ୍‌ କରୁଥିବା ୧୫ ହଜାର ଶ୍ରେଷ୍ଠ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମିିଳୁଥିଲା ଲାପଟପ୍‌। ତେବେ ଏଣିକି ଲାପଟପ୍‌ ବଦଳରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟି ଯୋଜନାରେ ଛାତ୍ରଛାତ୍ରୀଙ୍କ…

ଡିସେମ୍ବର ପାଇଁ କରୋନା ଗାଇଡ୍‌ଲାଇନ୍:…

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିସେମ୍ବର ମାସ ପାଇଁ ଜାରି କରିଛନ୍ତି କରୋନା ଗାଇଡ୍‌ଲାଇନ୍। ଗାଇଡ୍‌ଲାଇନ୍‌ରେ ପୂର୍ବପରି କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ। ଯେଉଁ ଅଞ୍ଚଳରେ କଟକଣା ଜାରି ରହିଛି ସେଠାରେ କଡାକଡି ନିୟମ ପାଳନ କରାଯିବ। ଏହି କଟକଣା ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ…

Google Pay ୟୁଜର୍ସଙ୍କୁ ଝଟକା! ନୂଆ…

ନୂଆଦିଲ୍ଲୀ: ଗୁଗୁଲ୍ ପେ ୟୁଜର୍ସଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ସୂଚନା ଅନୁଯାୟୀ, ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ ଆସନ୍ତା ବର୍ଷ ଜାନୁୟାରୀରୁ ଏହାର ପେ-ଟୁ-ପେର୍ ପେମେଣ୍ଟ ସୁବିଧା ବନ୍ଦ କରିବାକୁ ଯାଉଛି। ଏହା ବଦଳରେ କମ୍ପାନୀ ପକ୍ଷରୁ ଇନଷ୍ଟେଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ…