Odisha Link
Bridging the Missing Links in Odisha
Daily Archives

December 14, 2020

ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥସ୍ଥାନରେ ହେଉ…

ନୂଆଦିଲ୍ଲୀ: ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗଦେଇ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନ ଠାରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ…

ଅଧ ଘଣ୍ଟା ପାଇଁ ଅଚଳ ହେଲା ୟୁଟ୍ୟୁବ୍‌ ସହ…

ନୂଆଦିଲ୍ଲୀ: ଅଧ ଘଣ୍ଟା ପାଇଁ ଅଚଳ ହେଲା ୟୁଟ୍ୟୁବ୍‌। ଆଜି ସନ୍ଧ୍ୟାରେ କିଛି ସମୟ ପାଇଁ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ଠକ୍‌ ହୋଇଯାଇଥିଲା। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକ‌େ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ। ଗୁଗଲ ଡାଉନ ଲେଖି ଲୋକେ…

ଜାମିନ୍ ପାଇଁ ହାଇକୋର୍ଟ ଗଲେ ଆକାଶ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆକାଶ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ୫ ଦିନିଆ ରିମାଣ୍ଡରେ ଅଛନ୍ତି। ଟାଟା ମୋଟର୍ସରେ ଜାଲିଆତି ନିଯୁକ୍ତି ନେଇ ଆକାଶଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ।…

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା:…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ନେଇ ଡିଜିପିଙ୍କ ଉତ୍ତର ରଖିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି, ତଦନ୍ତରେ ଯାହା ନାଁ ବାହାରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା…

ନିକ୍‌ଙ୍କୁ ଦୁର୍ବ୍ୟବହାର ସହ କାର୍‌ରୁ…

ମୁମ୍ବାଇ: ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ୨୦୧୮ ଡିସେମ୍ବର ୧ ତାରିଖରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ରୀତିନୀତିରେ ସମ୍ପନ୍ନ ହୋଇଥିଲା ଉଭୟଙ୍କ ବିବାହକୁ ଏହାରି ମଧ୍ୟରେ ୨ ବର୍ଷ ପୂରିଛି। ବିବାହର ଦୁଇ ବର୍ଷ…

ଟିକା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସବୁ ଦେଶ କାର୍ଯ୍ୟରତ। ଏଥିସହ ସୁଚାରୁରୂପେ ଟିକା ବଣ୍ଟନ ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଟିକା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। କେବଳ ପୂର୍ବ…

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ…

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ୍ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୂର୍ତ୍ତ ବିଭାଗର ଏହି ଦୁଇଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ପୂରଣ ଓ ମେଡିକାଲ…

ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ…

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ମେଡିକାଲ କଲେଜ ଗୁଡିକ ବନ୍ଦ ଥିବା ବେଳେ ପୁଣି ପାଠପଢ଼ା ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସମସ୍ତ ଏଲୋପାଥି ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ପାଇଁ କରିବାକୁ ସରକାର ଅନୁମତି ପ୍ରଦାନ କରିଥିଲେ। ଏବେ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ…

ଏକାମ୍ରକ୍ଷେତ୍ରରେ ୧୦ ହଜାର ଦୀପ ଜାଳିଲେ…

ଭୁବନେଶ୍ବର: ଏକାମ୍ରକ୍ଷେତ୍ରରେ ୧୦ ହଜାର ଦୀପ ଜାଳିଲେ ଶ୍ରଦ୍ଧାଳୁ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଅନୁମୋଦନ ପରେ ଖୁସିରେ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ। ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ…

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନକୁ କ୍ୟାବିନେଟ ମଞ୍ଜୁରୀ ପ୍ରନାନ କରାଯାଇଛି। ଲିଙ୍ଗରାଜ ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ପାଇଁ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଅଧ୍ୟାଦେଶରେ…